NabaBharat
ଏୟାରପୋର୍ଟରେ ଚାଲିଲା କୋଭିଡ୍ ଟେଷ୍ଟ, ପୁଣି ମାସ୍କକୁ ଗୁରୁତ୍ଵ
ନୂଆଦିଲ୍ଲୀ: ଫେରିଲା ମାସ୍କ। ଆସିଲା କୋଭିଡ ଡର। ସିଙ୍ଗାପୁରରେ କରୋନା ର କମ୍ବ୍ୟାକ୍। ମାସ୍କ ପିନ୍ଧି ଚଳପ୍ରଚଳ କରୁଛନ୍ତି ଲୋକେ। କୋଭିଡ୍-୧୯ ସହ ଜଡିତ ନୂଆ ଭ୍ୟାରିୟଣ୍ଟ କାରଣରୁ ଶ୍ୱାସକ୍ରିୟା ସଂକ୍ରମଣ ତିବ୍ର ଭାବେ ବ୍ୟାପିବାରେ ଲାଗିଛି । ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୁରୁଣା ନିୟମ ପୁନର୍ବାର ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏୟାରପୋର୍ଟ ରେ ପୁଣି ମାସ୍କ ପିନ୍ଧିବାକୁ କୁହାଯାଉଥିବାଳେ ଥଣ୍ଡା, ଜରର ପରୀକ୍ଷା କରାଯାଉଛି।
‘ମୁଁ କ୍ଷମତା ପାଇଁ ଆସିନି, ସେବା ପାଇଁ ଆସିଛି’: ନବୀନ ଓଡିଶା ମୁଖ୍ୟ ଭିକେ ପାଣ୍ଡିଆନ
ଭୁବନେଶ୍ୱର: ଆଜି ଅନୁଷ୍ଠିତ ବିଜେଡିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଗାମୀ ନିର୍ବାଚନ ପୂର୍ବରୁ ଗୁରୁତ୍ଵ ରଖୁଥିବାବେଳେ ସମସ୍ତଙ୍କ ନଜର ଥିଲା ଆଇଏଏସ୍ ଚାକିରି ଛାଡ଼ି ବିଜୁ ଜନତା ଦଳରେ ଯୋଗଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକାନ୍ତ ବିଶ୍ୱସ୍ତ ତଥା ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ତାଙ୍କୁ ଦଳୀୟ ସଙ୍ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିପାରେ ବୋଲି ସମସ୍ତେ ଅନୁମାନ କରୁଥିଲେ । ଦଳର ସଭାପତିଙ୍କ ମୁହଁରୁ ଏଭଳି କିଛି ଘୋଷଣା ହୋଇପାରେ ବୋଲି … Read more