IPLର ୧୮ ତମ ସିଜନରେ ଚାମ୍ପିଅନ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ
ନୂଆଦିଲ୍ଲୀ: ଦୀର୍ଘ ୧୭ ବର୍ଷ ପରେ ପ୍ରଥମଥର ପାଇଁ ପିନ୍ଧିଛି ଆଇପିଏଲ୍ ମୁକୁଟ । ପଞ୍ଜାବ କିଙ୍ଗ୍ସକୁ ୬ ରନରେ ହରାଇ ଆରସିବି ଜିତି ନେଇଛି ଆଇପିଏଲ ମୁକୁଟ । ୧୮ ବର୍ଷ ପରେ ବି ଆଇପିଏଲ୍ର ଆକର୍ଷଣୀୟ ଟ୍ରଫି ତୋଳି ଧରିବାର ଗୌରବ ଅର୍ଜନ କରିଛି ଆରସିବି । ତା’ ସହିତ ଅଷ୍ଟାଦଶ ସଂସ୍କରଣରେ ୧୮ ନମ୍ବର ଜର୍ସି ପିନ୍ଧୁଥିବା ବରିଷ୍ଠ ଖେଳାଳି ତଥା କିଂବଦନ୍ତି ତାରକା ବିରାଟ କୋହଲିଙ୍କୁ ବହୁ ପ୍ରତୀକ୍ଷିତ ବିଜୟ ଭେଟି … Read more