NabaBharat
୫ଟି ଅଧକ୍ଷ୍ୟ ଭିକେ ପଣ୍ଡିଆନଙ୍କ ମୟୂଭଞ୍ଜ ଜିଲ୍ଲା ଗସ୍ତ
ବାରିପଦା: ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶକ୍ରମେ ଆଜି ମୟୁରଭଞ୍ଜ ଜିଲ୍ଲା ଗସ୍ତ କରିଥିଲେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ସେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସେ ସମୀକ୍ଷା କରିବା ସହିତ ସ୍ଥାନୀୟ ଜନସାଧାରଣ ଓ ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କରିଥିଲେ । ବାରିପଦା ବିଶ୍ୱବିଦ୍ୟାଳୟ ପଡ଼ିଆରେ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ନୂଆ ଓଡ଼ିଶା ଗଠନରେ ଯୁବଶକ୍ତିର ଯୋଗଦାନ ପାଇଁ ପ୍ରେରଣା ଦେଇଥିଲେ । ନୂଆ-ଓ … Read more
୧୧ତମ ସାତକୋଶିଆ ମହୋତ୍ସବ ୨୦୨୩ ଉଦଯାପିତ
ଅନୁଗୁଳ: ସ୍ଥାନୀୟ ସଭାଘରେ ଚାଲିଥିବା ତ୍ରୀ ଦିବସୀୟ ସାତକୋଶିଆ ମହୋତ୍ସବ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଉଦଯାପିତ ସନ୍ଧ୍ୟା ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ବିକାଶ ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀମୃଦୂଳା ଠାକୁର ପ୍ରଧାନ।ମୁଖ୍ୟ ଅତିଥି ଶ୍ରୀମତୀ ପ୍ରଧାନ ନିଜ ଅଭିଭାଷଣରେ ନୃତ୍ୟ ସଙ୍ଗୀତ ରେ ରୁଚି ରଖିଥିବା ପ୍ରତ୍ୟେକ ଶିଶୁ ଓ ଯୁବ ପ୍ରତିଭା ମାନନଙ୍କୁ ଉପଯୁକ୍ତ ତାଲିମ ଦିଆଗଲେ ସେମାନେ ଦକ୍ଷ କଳାକାର ହୋଇ ଦେଶର ଟେକ ରଖିବେ ବୋଲି କହିଥିଲେ। … Read more
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନୀଳକଣ୍ଠନଗରର ୪୦ତମ ବାର୍ଷିକୋତ୍ସବ
ବ୍ରହ୍ମପୁର: ସ୍ଥାନୀୟ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର, ନୀଳକଣ୍ଠନଗରର ପରିସର ମଧ୍ୟରେ ଅନୁଷ୍ଠାନର ୪୦ତମ ବାର୍ଷିକୋତ୍ସବ ମହା ଆଡ଼ମ୍ବରର ସହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସର୍ବପ୍ରଥମେ କାର୍ଯ୍ୟକ୍ରମର ମୁଖ୍ୟଅତିଥି ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟର କୁଳପତୀ କର୍ଣ୍ଣଲ୍ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଦୀପପ୍ରଜ୍ୱଳନ ପୂର୍ବକ ବନ୍ଦନା ପ୍ରାର୍ଥନା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଏବଂ ଆଜିର ଶିଶୁ ଆଗାମି ଭାରତର ଭବିଷ୍ୟତ ।
ସାଇନୋସାଇଟିସ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର
ବ୍ରହ୍ମପୁର: ସ୍ଥାନୀୟ ହରିହର ନଗରସ୍ଥିତ ଭରଦ୍ୱାଜ ପ୍ରତିଷ୍ଠାନଠାରେ ସାଇନୋସାଇଟିସ୍ ବା ନାସାଶୋଥ ସଚେତନତା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଭରଦ୍ୱାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼ା. ନକୁଳ ସାହୁ କହିଲେ ଥଣ୍ଡାରେ ବୁଲିଲେ, ଥଣ୍ଡା ଖାଦ୍ୟ ପାନୀୟ, ଖଟା, ପ୍ରତିରୋଧକ ଶକ୍ତି ଅଭାବ ଓ ଭୂତାଣୁ ଜୀବାଣୁ ସଂକ୍ରମଣରୁ ନାସା ପଥଶୋଧ ହୁଏ । ମୁଣ୍ଡବ୍ୟଥା, ମୁଣ୍ଡ ଭାରି ଲାଗିବା, ଦୂରଦୃଷ୍ଟି ଦୁର୍ବଳ, ନାକରୁ ପାଣି ବୁହେ, ଅଳ୍ପ ଜ୍ୱର ରହେ, ଅଗ୍ନିମାନ୍ଦ୍ୟ ଲକ୍ଷ୍ୟଣ … Read more