April 12, 2026 2:02 am

ଏୟାରପୋର୍ଟରେ ଚାଲିଲା କୋଭିଡ୍‌ ଟେଷ୍ଟ, ପୁଣି ମାସ୍କକୁ ଗୁରୁତ୍ଵ

ଏୟାରପୋର୍ଟରେ ଚାଲିଲା କୋଭିଡ୍‌ ଟେଷ୍ଟ, ପୁଣି ମାସ୍କକୁ ଗୁରୁତ୍ଵ ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୁରୁଣା ନିୟମ ପୁନର୍ବାର ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏୟାରପୋର୍ଟ ରେ ପୁଣି ମାସ୍କ ପିନ୍ଧିବାକୁ କୁହାଯାଉଥିବାଳେ ଥଣ୍ଡା, ଜରର ପରୀକ୍ଷା କରାଯାଉଛି।

ନୂଆଦିଲ୍ଲୀ: ଫେରିଲା ମାସ୍କ।  ଆସିଲା କୋଭିଡ ଡର।  ସିଙ୍ଗାପୁରରେ  କରୋନା ର କମ୍‌ବ୍ୟାକ୍‌। ମାସ୍କ ପିନ୍ଧି ଚଳପ୍ରଚଳ କରୁଛନ୍ତି ଲୋକେ। କୋଭିଡ୍‌-୧୯ ସହ ଜଡିତ ନୂଆ ଭ୍ୟାରିୟଣ୍ଟ କାରଣରୁ ଶ୍ୱାସକ୍ରିୟା ସଂକ୍ରମଣ ତିବ୍ର ଭାବେ ବ୍ୟାପିବାରେ ଲାଗିଛି ।  ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ  ପୁରୁଣା  ନିୟମ ପୁନର୍ବାର ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏୟାରପୋର୍ଟ ରେ ପୁଣି ମାସ୍କ ପିନ୍ଧିବାକୁ କୁହାଯାଉଥିବାଳେ  ଥଣ୍ଡା, ଜରର ପରୀକ୍ଷା କରାଯାଉଛି।  

ପ୍ରଶିଦ୍ଧ ଅଭିନେତା ଶ୍ରେୟସ୍‌ ତଲପଡେଙ୍କୁ  ହୃଦଘାତ

ପ୍ରଶିଦ୍ଧ ଅଭିନେତା ଶ୍ରେୟସ୍‌ ତଲପଡେଙ୍କୁ  ହୃଦଘାତ

ନୂଆଦିଲ୍ଲୀ:  ବଲିଉଡ୍‌ ପ୍ରଶିଦ୍ଧ ଅଭିନେତା  ଶ୍ରେୟସ୍‌ ତଲପଡେଙ୍କୁ ହୃଦଘାତ । ସୁଟିଂ କରୁଥିବାବେଳେ ଛାତିରେ ଅନୁଭବ କରିଥିଲେ ଯନ୍ତ୍ରଣା ଆଉ ତଳେ ପଡିଯାଇଥିଲେ  ତାଙ୍କୁ ତୁରନ୍ତ  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। 47 ବର୍ଷୀୟ ଶ୍ରେୟସ୍‌ ଙ୍କ ଚିକିତ୍ସା କରୁଛନ୍ତି

ଶାରଳା ମନ୍ଦିରରୁ 10 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଚୋରି

ଶାରଳା ମନ୍ଦିରରୁ 10 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଚୋରି

ଜଗତସିଂହପୁର:  ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଓ ପ୍ରାଚୀନ ଶକ୍ତିପୀଠ ଝଙ୍କଡ଼ ବାସୀନୀ ମା ଶାରଳାଙ୍କ ମନ୍ଦିରରୁ ଦୁରବୁତ ମାନେ ଚୋରି କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ମନ୍ଦିର ସାମ୍ନାରେ ଥିବା ୧ନଂ ହୁଣ୍ଡି ବଡ଼ ହୁଣ୍ଡିରୁ ..

ରିଲାଏନ୍ସ ଜିଓ ଆଣିଲା ୩ଟି ନୂଆ ପ୍ଲାନ୍‌

ରିଲାଏନ୍ସ ଜିଓ ଆଣିଲା ୩ଟି ନୂଆ ପ୍ଲାନ୍‌

ଭୁବନେଶ୍ୱର: ନୂଆବର୍ଷ ପାଇଁ ଜିଓ ନିଜ ଗ୍ରାହକ  ମାନଙ୍କ ପାଇଁ  ଖୁସିର ଖବର ଆଣିଛି  ।  ଜୀଓ  ଜିଓଟିଭି ପ୍ରିମିୟମ ପ୍ଲାନ୍ ନାମରେ ମାଗଣା ଓଟିଟି ଆପ୍ ସବସ୍କ୍ରିପସନ୍ ସହ କମ୍ପାନି ୩ଟି ନୂଆ ମୋବାଇଲ୍ ପ୍ଲାନ୍‌ର ଶୁଭାରମ୍ଭ କରିଛି ।

ଧୋନୀଙ୍କୁ ସମ୍ମାନ, ୭ ନମ୍ବର ଜର୍ସିକୁ ଅବସର ଦେଲା ବିସିସିଆଇ

ଧୋନୀଙ୍କୁ ସମ୍ମାନ, ୭ ନମ୍ବର ଜର୍ସିକୁ ଅବସର ଦେଲା ବିସିସିଆଇ(ଖେଳ)

ମୁମ୍ବାଇ:  ମହେନ୍ଦ୍ର ସିଂହ ଧୋନି  ଖେଳରୁ ଅବସର ନେଇଯାଇଥିଲେ ମଧ୍ୟ ତାଙ୍କର କ୍ରେଜ ଏବେବି ଅତୁଟ। ଧୋନୀ କେବଳ ଉପନାମ ନାମ  ନୁହେଁ  ବରଂ ତାହା ଏକ  ଭାବନା। ତାଙ୍କର ଗୋଟିଏ ଝଲକ ପାଇଁ ପାଗଳ କ୍ରିକେଟ ପ୍ରେମୀ । ସେ କ୍ରିକେଟ ପ୍ରେମୀ ହୁଅନ୍ତୁ ….

ଭଜନ ଲାଲ ଶର୍ମା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ

ଭଜନ ଲାଲ ଶର୍ମା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବନିର୍ବାଚିତ ବିଧାୟକ ଭଜନ ଲାଲ ଶର୍ମା । ଆଜି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଭଜନ ଲାଲ । ଶପଥ ପାଠ କରାଇଛନ୍ତି ରାଜ୍ୟପାଳ କଲରାଜ ମିଶ୍ରା..

କେନ୍ଦ୍ର ପରେ ରାଜ୍ୟ  ଦେଲା  ଗରିବଙ୍କୁ ଆଉ ୫ ବର୍ଷ ମାଗଣା ଚାଉଳ

କେନ୍ଦ୍ର ପରେ ରାଜ୍ୟ  ଦେଲା  ଗରିବଙ୍କୁ ଆଉ ୫ ବର୍ଷ ମାଗଣା ଚାଉଳ(ଓଡିଶା)

ଭୁବନେଶ୍ୱର:  ରାଜ୍ୟ ସରକାର ଗରିବ ଲୋକଙ୍କୁ  ଆହୁରି  ପାଞ୍ଚ ବର୍ଷ  ପାଇଁ ମାଗଣା ଚାଉଳ ଯୋଗାଇବାକୁ ନିଷ୍ପତି କରିଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅବଧିକୁ..

‘ମୁଁ କ୍ଷମତା ପାଇଁ ଆସିନି, ସେବା ପାଇଁ ଆସିଛି’: ନବୀନ ଓଡିଶା ମୁଖ୍ୟ ଭିକେ ପାଣ୍ଡିଆନ

'ମୁଁ କ୍ଷମତା ପାଇଁ ଆସିନି, ସେବା ପାଇଁ ଆସିଛି’: ନବୀନ ଓଡିଶା ମୁଖ୍ୟ ଭିକେ ପାଣ୍ଡିଆନ(ରାଜନୀତି)

ଭୁବନେଶ୍ୱର: ଆଜି ଅନୁଷ୍ଠିତ ବିଜେଡିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଗାମୀ ନିର୍ବାଚନ ପୂର୍ବରୁ ଗୁରୁତ୍ଵ ରଖୁଥିବାବେଳେ ସମସ୍ତଙ୍କ ନଜର ଥିଲା ଆଇଏଏସ୍ ଚାକିରି ଛାଡ଼ି ବିଜୁ ଜନତା ଦଳରେ  ଯୋଗଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକାନ୍ତ ବିଶ୍ୱସ୍ତ ତଥା ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।  ତାଙ୍କୁ  ଦଳୀୟ ସଙ୍ଗଠନରେ ଏକ  ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିପାରେ ବୋଲି ସମସ୍ତେ ଅନୁମାନ କରୁଥିଲେ । ଦଳର ସଭାପତିଙ୍କ ମୁହଁରୁ ଏଭଳି କିଛି ଘୋଷଣା ହୋଇପାରେ ବୋଲି … Read more

ଏଥର ପୁଣି ବିଜୁ ଜନତା ଦଳ,  ଷଷ୍ଠ ଥର ପାଇଁ  ଦଳର ପ୍ରସ୍ତୁତି

କେନ୍ଦ୍ର ପରେ ରାଜ୍ୟ ଦେଲା ଗରିବଙ୍କୁ ଆଉ ୫ ବର୍ଷ ମାଗଣା ଚାଉଳ(ଓଡିଶା)

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତିର ଝଲକ ଦେଖାଇଲା ବିଜୁ ଜନତା ଦଳ । ଦଳର  ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଜି ତାହା ସ୍ପଷ୍ଟ ବଋ ହୋଇ ପଡିଥିଲା।