April 12, 2026 3:26 am

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନୀଳକଣ୍ଠନଗରର ୪୦ତମ ବାର୍ଷିକୋତ୍ସବ

ବ୍ରହ୍ମପୁର: ସ୍ଥାନୀୟ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର, ନୀଳକଣ୍ଠନଗରର ପରିସର ମଧ୍ୟରେ ଅନୁଷ୍ଠାନର ୪୦ତମ ବାର୍ଷିକୋତ୍ସବ ମହା ଆଡ଼ମ୍ବରର ସହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସର୍ବପ୍ରଥମେ କାର୍ଯ୍ୟକ୍ରମର ମୁଖ୍ୟଅତିଥି ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟର କୁଳପତୀ କର୍ଣ୍ଣଲ୍ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଦୀପପ୍ରଜ୍ୱଳନ ପୂର୍ବକ ବନ୍ଦନା ପ୍ରାର୍ଥନା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଏବଂ ଆଜିର ଶିଶୁ ଆଗାମି ଭାରତର ଭବିଷ୍ୟତ ।

ସାଇନୋସାଇଟିସ  ସଚେତନତା ଓ ସ୍ୱାସ୍ଥ୍ୟ ଶିବିର

ସାଇନୋସାଇଟିସ  ସଚେତନତା ଓ ସ୍ୱାସ୍ଥ୍ୟ ଶିବିର

ବ୍ରହ୍ମପୁର: ସ୍ଥାନୀୟ ହରିହର ନଗରସ୍ଥିତ ଭରଦ୍ୱାଜ ପ୍ରତିଷ୍ଠାନଠାରେ ସାଇନୋସାଇଟିସ୍ ବା ନାସାଶୋଥ ସଚେତନତା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଭରଦ୍ୱାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼ା. ନକୁଳ ସାହୁ କହିଲେ ଥଣ୍ଡାରେ ବୁଲିଲେ, ଥଣ୍ଡା ଖାଦ୍ୟ ପାନୀୟ, ଖଟା, ପ୍ରତିରୋଧକ ଶକ୍ତି ଅଭାବ ଓ ଭୂତାଣୁ ଜୀବାଣୁ ସଂକ୍ରମଣରୁ ନାସା ପଥଶୋଧ ହୁଏ । ମୁଣ୍ଡବ୍ୟଥା, ମୁଣ୍ଡ ଭାରି ଲାଗିବା, ଦୂରଦୃଷ୍ଟି ଦୁର୍ବଳ, ନାକରୁ ପାଣି ବୁହେ, ଅଳ୍ପ ଜ୍ୱର ରହେ, ଅଗ୍ନିମାନ୍ଦ୍ୟ ଲକ୍ଷ୍ୟଣ … Read more

ଡୋନେଟ୍ ଫର୍ ଦେଶ:କଂଗ୍ରେସର ଦେଶବ୍ୟାପୀ କ୍ରାଉଡଫଣ୍ଡିଂ  ମାଧ୍ୟମରେ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ

Donate for Desh

ଭୁବନେଶ୍ୱର: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ପାଣ୍ଠି ସଂଗ୍ରହ ପାଇଁ ସୋମବାର ‘ଡୋନେଟ୍ ଫର୍ ଦେଶ’ ନାମରେ ଏକ କ୍ରାଉଡଫଣ୍ଡିଂ ଅଭିଯାନ ଆରମ୍ଭ କରିଛି। ଦିଲ୍ଲୀରେ ଦଳ ସଭାପତି ମଲ୍ଲିକାର୍ଜୁନ ଖଡଗେ ପତାକା ଦେଖାଇ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। 

ପର୍ଯ୍ୟଟନ ଋତୁରେ ଚିଲିକାରେ ଜମୁଛି ପର୍ଯ୍ୟଟକଙ୍କ ଭିଡ

Lake Chillika

ବ୍ରହ୍ମଗିରି: ଚିଲିକା ପ୍ରାକୃତିକ ସୌନ୍ଦର୍ଜ୍ୟ ରେ ଭରା ଓଡିଶାର ଗର୍ବ। କୁହାଯାଇଛି ‘ରୂପେ ଅନୁପମା ରୂପଶ୍ରୀ ଚିଲିକା ଯେତେ ବଖାଣିଲେ ନ ହୁଏ ବଳକା’। ଯାହାର କିଞ୍ଚିତ ଦର୍ଶନ ପାଇଁ ସେଦିନ ଗୋପବନ୍ଧୁ ବାଷ୍ପିୟ ଶକଟକୁ ଅଟକି ଯିବା ପାଇଁ ଗୁହାରି କରିଥିଲେ।

୫-ଟି ଅଧ୍ୟକ୍ଷଙ୍କ ହିଞ୍ଜିଳିକାଟୁ ଗସ୍ତ

୫-ଟି ଅଧ୍ୟକ୍ଷଙ୍କ ହିଞ୍ଜିଳିକାଟୁ ଗସ୍ତ

ହିଞ୍ଜିଳିକାଟୁ : ଗଞ୍ଜାମ ଗସ୍ତରେ ଆସି ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଆଜି ହିଞ୍ଜିଳିକାଟୁ ପୌରପରିଷଦ ଅଧିନ ମିନି ଷ୍ଟାଡିୟମ ଠାରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ସ୍ତରୀୟ ନୂଆ-ଓ ମେଗା କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

ଗଛ କଟାକୁ ତୀବ୍ର ବିରୋଧ କରି ବ୍ରହ୍ମପୁର ସବୁଜ ବାହିନୀର ଧାରଣା

ଗଛ କଟାକୁ ତୀବ୍ର ବିରୋଧ କରି ବ୍ରହ୍ମପୁର ସବୁଜ ବାହିନୀର ଧାରଣା

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ବିକାଶ ଆଳରେ ଗଛକଟା ବିଭିନ୍ନ ସ୍ଥାନରେ ଜାରି ରହିଥିବାବେଳେ ଗତ ୧୩ ତାରିଖରେ  ବ୍ରହ୍ମପୁର ରେଳ ଷ୍ଟେସନ ନିକଟବର୍ତ୍ତୀ ଅଟୋ ଷ୍ଟାଣ୍ଡଠାରେ ତିନୋଟି ବିରାଟ ଗଛକୁ କାଟିବା ପାଇଁ ପ୍ରସ୍ତୁତି ଚାଲୁଥିଲା।

୫୯ ଟି ବୃହତ  ଉଠା ଜଳସେଚନ ପ୍ରକଳ୍ପ ଉଦ୍ଘାଟିତ 

ଭୁବନେଶ୍ୱର: ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ୫୯ଟି ମେଗା ଲିଫ୍ଟ ପ୍ରକଳ୍ପ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଯୋଗେ ଏହାକୁ ଉଦଘାଟନ କରିଛନ୍ତି ।

ଏକାମ୍ର ନିର୍ବାଚନମଣ୍ଡଳୀରେ ୪ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର

ଭୁବନେଶ୍ୱର: ଏକାମ୍ର ନିର୍ବାଚନ ମଣ୍ଡଳୀର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ୧୫୯.୨୯ କୋଟି ଟଙ୍କା ବ୍ୟୟରେ ୪ଟି ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ରେଳବାଇର କେନ୍ଦୁଝରକୁ କ୍ରମାଗତ ଅବହେଳା ଚିନ୍ତାଜନକ:ବଦ୍ରି ପାତ୍ର

କେନ୍ଦୁଝର ଜିଲ୍ଲା କୁ ରେଳ ମନ୍ତ୍ରଣାଳୟ ର କ୍ରମାଗତ ଅବହେଳା କରୁଥିବା ଦେଖାଯାଉଛି:ବଦ୍ରି ପାତ୍ର

କେନ୍ଦୁଝର: ପୂର୍ବତଟ ରେଳବାଇ ହେଉ କି ଦକ୍ଷିଣ- ପୂର୍ବରେଳବାଇ, କେନ୍ଦୁଝର ଜିଲ୍ଲା ଖଣିଜ ପଦାର୍ଥ ପରିବହନରେ ସର୍ବାଧ‌ିକ ରାଜସ୍ୱ ଦେଇଥିବାବେଳେ କ୍ରମାଗତ ଭାବେ ଅବିଚାର ଓ ବୈମାତ୍ମକ ମନୋଭାବରୁ ଶିକାର ହୋଇଛି କେନ୍ଦୁଝର ଜିଲ୍ଲା । ଏହି ଜିଲ୍ଲାର ..

ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ବଜାର ମୂଲ୍ୟ ୧ ଲକ୍ଷ କୋଟି ଛୁଇଁଲା

ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ବଜାର ମୂଲ୍ୟ ୧ ଲକ୍ଷ କୋଟି ଛୁଇଁଲା

ମୁମ୍ବାଇ: ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ତୃତୀୟ ଭାରତୀୟ ଋଣଦାତା ହୋଇପାରିଛି ଯେଉଁଥିରେ ଚଳିତ ବର୍ଷ ଏହାର ଅଂଶଧନ 60 ପ୍ରତିଶତରୁ ଅଧିକ ହେବା ପରେ ୧ ଲକ୍ଷ କୋଟି ଟଙ୍କାର ବଜାର ମୂଲ୍ୟ ଅତିକ୍ରମ କରିଛି।