ରାସ୍ତା କଡ଼ରୁ ମିଳିଲା ପୁଳା ପୁଳା ସରକାରୀ ଔଷଧ
ବାଲେଶ୍ୱର: ବାଲେଶ୍ଵର ରେମୁଣା ବ୍ଲକ ଶ୍ରୀଜଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି ଦୂରରେ ତୁଣ୍ଡରା ରାସ୍ତାକଡ଼ରୁ ମିଳିଥିଲା ପୁଳା ପୁଳା ସରକାରୀ ମେଡିସିନ୍ । ରାସ୍ତାପାଖ ଅଳିଆ ଗଦାରେ ଅବଧି ସରିନଥିବା ଔଷଧ ପଡିଥିବା ଦେଖିବାକୁ ମିଳିଥିଲା ।ଗୋଟିଏ ମେଡ଼ିକାଲ ଅଫିସରଙ୍କ ଟିମ୍ ଘଟଣାସ୍ଥଳକୁ ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିଲେ । ଘଟଣାରେ ଯେଉଁ ସରକାରୀ ଅଧିକାରୀ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସିଡିଏମ୍ଓ । ସୂଚନା ମୁତାବକ, ଆଜି … Read more