ଭାରତୀୟ ବିରଳ ମୂର୍ତ୍ତିକାର ଅବସରପ୍ରାପ୍ତ ଉପ ପ୍ରବନ୍ଧକ ସୁରେଶ ଚନ୍ଦ୍ର ପାତ୍ରଙ୍କ ବିଜେପିରେ ଯୋଗଦାନ
ଶାନ୍ତନୁ କୁମାର ରଣା ବ୍ରହ୍ମପୁର : ବି.ଜେ.ପି ଗୋପାଳପୁର ନିର୍ବାଚନମଣ୍ଡଳୀ ତରଫରୁ ଦଳୀୟ କାର୍ଯ୍ୟାଳୟରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ବ୍ରହ୍ମପୁର ଲୋକସଭା ବିଜେପି ପ୍ରାର୍ଥୀ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ, ପୂର୍ବତନ ବିଜେପି ପାର୍ଟି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବିଭୁତି ଭୁଷଣ ଜେନା, ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଶ୍ରୀ ଶରତ ଭାଇ , ପୂର୍ବତନ ଛତ୍ରପୁର ବିଧାୟକ ପ୍ରାର୍ଥୀ ଶ୍ରୀ ବନମାଳୀ ସେଠୀ ଏବଂ ଜିଲ୍ଲାର ବହୁ ବରିଷ୍ଠ ବିଜେପି ନେତାଙ୍କ … Read more