ନୂଆଦିଲ୍ଲୀ: ଭାରତ ସରକାର ମଲ୍ଟି-ରୋଲ୍ ଫାଇଟର ଏୟାରକ୍ରାଫ୍ଟ (MRFA) କାର୍ଯ୍ୟକ୍ରମ ଅଧୀନରେ ୧୧୪ ଓ ଫାଇଟର ପ୍ଲେନ୍ ପାଇଁ ଏକ ଡାଇରେକ୍ଟ ଗର୍ଭମେଣ୍ଟ-ଟୁ ଗର୍ଭମେଣ୍ଟ ପ୍ରପୋଜାଲ ତିଆରି କରୁଛନ୍ତି l ଭାରତୀୟ ବାୟୁସେନା ସୁପାରିଶ କରିଛି ଯେ, ଟ୍ରାଡିସନାଲ ଟେଣ୍ଡର ବାଇପାସ୍ କରି ଖୁବ୍ ଶୀଘ୍ର ବିମାନ କିଣିବା ଦରକାର, ଯାହାଫଳରେ ହ୍ରାସ ପାଉଥିବା ସ୍କ୍ୱାର୍ଡନଗୁଡ଼ିକ ଉପରେ ଚାପକୁ ଦୂର କରିହେବ।ରାଫେଲ ହେଉଛି ଡାସଲ୍ଟ ଆଭିଏସନ୍ ଦ୍ୱାରା ବିକଶିତ ଏବଂ ନିର୍ମିତ ଏକ ମଲ୍ଟିରୋଲ ଯୁଦ୍ଧ ବିମାନ। ଏହି ଯୁଦ୍ଧ ବିମାନଟି ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ରରେ ସଜ୍ଜିତ। ଏଥିରେ ଏୟାର ଡୋମିନାନ୍ସ, ଏୟାର ସୁପିରିୟରଟି, ଗ୍ରାଉଣ୍ଡ ସର୍ପୋଟ, ଡିପ୍ ଷ୍ଟ୍ରାଇକ୍,ଆଣ୍ଟି ସିପ୍ ଓ୍ବାରଫେୟାର ଓ ପରମାଣୁ ଆକ୍ରମଣ ଭଳି ମିସନ୍ ରହିଛି। ରାଫେଲର ଏକ ଭିନ୍ନ ଭର୍ସନ, ରାଫେଲ ମାରିନ୍, ବିଶେଷ ଭାବରେ ବିମାନ ବାହକ ପାଇଁ ଡିଜାଇନ୍ କରାଯାଇଛି। ଏ ନେଇ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ସ୍ପଷ୍ଟ କରିଛି ଯେ ଭାରତ ୯୦ଟି ରାଫେଲ F4 ଲଢ଼ୁଆ ବିମାନ କିଣିବାକୁ ଯୋଜନା କରୁଛି l


ଅଦିନିଆ ରଥଯାତ୍ରା ରୋକିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
NabaBharat
April 12, 2026
Read More »






ପଶ୍ଚିମବଙ୍ଗ ନିର୍ବାଚନ 2026 ପାଇଁ ବିଜେପି ପ୍ରକାଶ କଲା ‘ସଂକଳ୍ପ ପତ୍ର’ ଶୀର୍ଷକ ଇସ୍ତାହାର
NabaBharat
April 11, 2026
Read More »



ଅଦିନିଆ ରଥଯାତ୍ରା ରୋକିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
NabaBharat
April 12, 2026
Read More »






ପଶ୍ଚିମବଙ୍ଗ ନିର୍ବାଚନ 2026 ପାଇଁ ବିଜେପି ପ୍ରକାଶ କଲା ‘ସଂକଳ୍ପ ପତ୍ର’ ଶୀର୍ଷକ ଇସ୍ତାହାର
NabaBharat
April 11, 2026
Read More »
