June 26, 2025 11:37 pm

ରଙ୍ଗେଇଲୁଣ୍ଡା ରେ ଆମ ଓଡ଼ିଶା ନବୀନ ଓଡ଼ିଶା

ବ୍ରହ୍ମପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ପ୍ରତ୍ୟେକ ବ୍ୟକ୍ତି ମୋ ପରିବାର ସଦସ୍ୟ ପରି ଏଣୁ ଏ ଅଞ୍ଚଳର ବାସୀ ଙ୍କ ସେବା କରିବା ମୋ ସୌଭାଗ୍ୟ। ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ଗ୍ରାମ ପଂଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଂଜାମ ଜିଲ୍ଲା ଯୋଜନା ବୋର୍ଡ ର ଅଧକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା କହିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଗୋପାଳପୁରର ସୁଖଦୁଃଖ ବୁଝିବାକୁ ଦାୟୀତ୍ଵ ଦେଇଥିବାରୁ ସେ ଏହାକୁ ସୁଚାରୁ ରୂପେ ସମ୍ପାଦନା କରିବେ ବୋଲି କହିଛନ୍ତି । ସରପଞ୍ଚ ନମିତା ମହାଙ୍କୁଡ଼ ଙ୍କ ସଭାପତିତ୍ୱ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଭାଇସ ଚେୟାରମ୍ୟାନ ରାଜେଶ୍ୱରୀ ଦୋରା,ରଙ୍ଗେଇଲୁଣ୍ଡା ବ୍ଲକ ଭାଇସ ଚେୟାରମ୍ୟାନ ଅନିତା ମହାଙ୍କୁଡ଼,୫୫ ନମ୍ବର ଯୋନ ର ଜିଲ୍ଲା ପରିଷଦ ସଦସ୍ୟା ତଅପୋଇ ଦାସ,,ବ୍ରହ୍ମପୁର ସାଂସଦ ପ୍ରତିନିଧି ଅଜିତ ଦାସ,ବହୁ ସମିତି ସଭ୍ୟ ସରପଞ୍ଚ ଉପସ୍ଥିତ ଥିଲେ। ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ ଖାଡଙ୍ଗା ସମସ୍ତ କାର୍ଯ୍ୟକ୍ରମ କୁ ସଂଚାଳନ କରିଥିବା ବେଳେ ସମିତିସଭ୍ୟ କୃଷ୍ଣଚନ୍ଦ୍ର ମହାଙ୍କୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ।ନାଏବ ସରପଞ୍ଚ ରାମ ଚନ୍ଦ୍ର ଦାସ,ଶରତ ଚନ୍ଦ୍ର ମହାଙ୍କୁଡ ,ରାମ ହରି ଦାସ,ଏସ. ରାମାରାଓ,ଦମ୍ବୁରୁ ଗଉଡ଼,ଏସ. ରାଜେୟା, ଟି ସୀମାଦ୍ରୀ, ସୁରେନ୍ଦ୍ର ଦାସ, ବିପ୍ର ଦାସ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା ଶାନ୍ତନୁ କୁମାର ରଣା କରିଥିଲେ। ଇତିବ୍ୟସରରେ ସ୍ଥାନୀୟ କଳାକାର ଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

(ଶାନ୍ତନୁ କୁମାର ରଣା)

  • ଗୋପାଳପୁର ବାସୀ ଙ୍କ ସେବା କରିବା ମୋ ସୌଭାଗ୍ୟ-ବିକ୍ରମ

ବ୍ରହ୍ମପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ପ୍ରତ୍ୟେକ ବ୍ୟକ୍ତି ମୋ ପରିବାର ସଦସ୍ୟ ପରି ଏଣୁ ଏ ଅଞ୍ଚଳର ବାସୀ ଙ୍କ ସେବା କରିବା ମୋ ସୌଭାଗ୍ୟ।  ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ଗ୍ରାମ ପଂଚାୟତ ରେ  ଆମ ଓଡ଼ିଶା ନବୀନ ଓଡ଼ିଶା  କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ଗଂଜାମ ଜିଲ୍ଲା ଯୋଜନା ବୋର୍ଡ ର ଅଧକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା କହିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଗୋପାଳପୁରର ସୁଖଦୁଃଖ ବୁଝିବାକୁ ଦାୟୀତ୍ଵ ଦେଇଥିବାରୁ ସେ ଏହାକୁ ସୁଚାରୁ ରୂପେ ସମ୍ପାଦନା କରିବେ ବୋଲି କହିଛନ୍ତି ।

 ସରପଞ୍ଚ ନମିତା ମହାଙ୍କୁଡ଼   ଙ୍କ ସଭାପତିତ୍ୱ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଭାଇସ ଚେୟାରମ୍ୟାନ  ରାଜେଶ୍ୱରୀ ଦୋରା,ରଙ୍ଗେଇଲୁଣ୍ଡା ବ୍ଲକ ଭାଇସ ଚେୟାରମ୍ୟାନ ଅନିତା ମହାଙ୍କୁଡ଼,୫୫  ନମ୍ବର ଯୋନ ର ଜିଲ୍ଲା ପରିଷଦ ସଦସ୍ୟା ତଅପୋଇ  ଦାସ,,ବ୍ରହ୍ମପୁର ସାଂସଦ ପ୍ରତିନିଧି ଅଜିତ ଦାସ,ବହୁ ସମିତି ସଭ୍ୟ ସରପଞ୍ଚ ଉପସ୍ଥିତ ଥିଲେ।

ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ ଖାଡଙ୍ଗା ସମସ୍ତ କାର୍ଯ୍ୟକ୍ରମ କୁ ସଂଚାଳନ କରିଥିବା ବେଳେ ସମିତିସଭ୍ୟ କୃଷ୍ଣଚନ୍ଦ୍ର  ମହାଙ୍କୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ।ନାଏବ ସରପଞ୍ଚ ରାମ ଚନ୍ଦ୍ର ଦାସ,ଶରତ ଚନ୍ଦ୍ର ମହାଙ୍କୁଡ ,ରାମ ହରି ଦାସ,ଏସ. ରାମାରାଓ,ଦମ୍ବୁରୁ ଗଉଡ଼,ଏସ. ରାଜେୟା, ଟି ସୀମାଦ୍ରୀ, ସୁରେନ୍ଦ୍ର ଦାସ, ବିପ୍ର ଦାସ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା ଶାନ୍ତନୁ କୁମାର ରଣା କରିଥିଲେ। ଇତିବ୍ୟସରରେ ସ୍ଥାନୀୟ କଳାକାର ଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।