June 26, 2025 10:29 pm

ଗଉଞ୍ଜୁ ରେ ଆମ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ପକ୍ଷରୁ ସଚେତନତା ଶିବିର

ଶାନ୍ତନୁ କୁମାର ରଣା

ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗଉଞ୍ଜୁ ଗ୍ରାମ ପଂଚାୟତ ରେ  ଆମ ଓଡ଼ିଶା ନବୀନ ଓଡ଼ିଶା  ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହିଇଯାଇଛି ।ମୁଖ୍ୟଅତିଥି ଭାବେ  ଗଂଜାମ ଜିଲ୍ଲା ଯୋଜନା ବୋର୍ଡ ର ଅଧକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ  କରିଥିବା ବେଳେ  ।ବିଭିର୍ଣ ବିଭାଗ ର ପଦାଧିକାରୀ ମାନେ ସରକାର ଙ୍କର ବିଭିର୍ଣ ଯୋଜନା ସମର୍କ ରେ ଉପସ୍ଥିତ ଜନତା ଙ୍କୁ ବୁଝେଇଥିଲେ।ସରପଞ୍ଚ ନିରଞ୍ଜନ ବେହେରା ଙ୍କ ସଭାପତିତ୍ୱ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ରଙ୍ଗେଇଲୁଣ୍ଡା ବ୍ଲକ ଚେୟାରମ୍ୟାନ ସି ହେଚ ଉଷାରଣୀ,ଭାଇସ ଚେୟାରମ୍ୟାନ ଅନିତା ମହାଙ୍କୁଡ଼,ଜିଲ୍ଲା ପରିଷଦ ଭାଇସ ଚେୟାରମ୍ୟାନ  ରାଜେଶ୍ୱରୀ ଦୋରା,୫୪  ନମ୍ବର ଯୋନ ର ଜିଲ୍ଲା ପରିଷଦ ସଦସ୍ୟ  ଦୀପକ ସାମନ୍ତ,ବ୍ରହ୍ମପୁର ସାଂସଦ ପ୍ରତିନିଧି ଅଜିତ ଦାସ,ବହୁ ସମିତି ସଭ୍ୟ ସରପଞ୍ଚ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ପରିଚାଳନା ଶାନ୍ତନୁ କୁମାର ରଣା କରିଥିବା ବେଳେ ସମିତିସଭ୍ୟ ଶିଶିର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଇତିବ୍ୟସରରେ ସ୍ଥାନୀୟ କଳାକାର ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପିଇଓ ଅଜିତ ରଥ, ଜେଇ ପୁଷ୍ପିତା ବାରିକ ,ଯୋଗାଣ ସହାୟକ ସନ୍ତୋଷ ବେହେରା ,ଭୀମ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।