ଆସନ୍ତା ମାସରେ ଫ୍ରାନ୍ସରରେ ଜି-୭ ସମ୍ମିଳନୀ: ଭେଟାଭେଟି ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆସନ୍ତା ମାସରେ ଫ୍ରାନ୍ସରେ ଆୟୋଜିତ ହେବାକୁ ଥିବା ହାଇପ୍ରୋଫାଇଲ୍ ଜି-୭ ଶିଖର ସମ୍ମିଳନୀ ଅବସରରେ ଭେଟାଭେଟି ହେବାକୁ ଯାଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୱାଶିଂଟନ୍ ଏବଂ ଏହାର ସହଯୋଗୀ ଦେଶଗୁଡ଼ିକ ମଧ୍ୟରେ ଚାଲିଥିବା ତୀବ୍ର ତିକ୍ତତା ସତ୍ତ୍ୱେ ଟ୍ରମ୍ପ ଏହି ସମ୍ମିଳନୀରେ ଯୋଗଦେବା ପାଇଁ ଫ୍ରାନ୍ସ ଗସ୍ତ କରିବେ ବୋଲି ହ୍ୱାଇଟ୍ ହାଉସ୍ ସ୍ପଷ୍ଟ କରିଛି। ଦକ୍ଷିଣ-ପୂର୍ବ ଫ୍ରାନ୍ସର ଆଲ୍ପାଇନ୍ ରିସର୍ଟ ସହର ଏଭିଆନ୍-ଲେସ୍-ବେନ୍ସ (Évian-les-Bains) … Read more

ଜାତିଭିତ୍ତିକ ଜନଗଣନାକୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ: ଜାତିଭିତ୍ତିକ ଜନଗଣନା ବିରୋଧରେ ଦାୟର ହୋଇଥିବା ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ଆଜି ମାମଲାର ଶୁଣାଣି କରି କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଜନଗଣନା କେଉଁ ଆଧାରରେ ହେବ ତାହା ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ନୀତିଗତ ନିଷ୍ପତ୍ତି, ଏଥିରେ ନ୍ୟାୟପାଳିକା ହସ୍ତକ୍ଷେପ କରିପାରିବ ନାହିଁ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚି ଏବଂ ଜଷ୍ଟିସ ବିପୁଲ ଏମ. ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁଣାଣି ସମୟରେ ସିଜେଆଇ … Read more

ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷାଫଳ

ଭୁବନେଶ୍ୱର: ଆଜି ମଧ୍ୟାହ୍ନ ସାଢ଼େ ୧୨ଟାରେ ଯୁକ୍ତ ୨ ପରୀକ୍ଷା ଫଳ ଘୋଷଣା ହୋଇଛି। CHSE ଅଫିସରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଫଳାଫଳ ଘୋଷଣା କରିଛନ୍ତି। ଏକାସଙ୍ଗେ କଳା, ବାଣିଜ୍ୟ, ବିଜ୍ଞାନ ସହ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ମଧ୍ୟ ବାହାରିଛି। କଳାରେ ପାସ ହାର ୮୪.୫୦% ଥିବାବେଳେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି। ଛାତ୍ରଙ୍କ ପାସ ହାର ୭୭.୯୭%, ଛାତ୍ରୀଙ୍କ ପାସ ହାର ୮୯.୪୫% ରହିଛି। ବାଣିଜ୍ୟରେ ପାସ … Read more

ସୋମ୍ୟ ରଞ୍ଜନ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଆଉ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବାଲିଅନ୍ତାର ସୋମ୍ୟ ରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଆଉ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପଞ୍ଚାନନ ବଡ଼ଜେନା ଓରଫ କାଳିଆ ଓ ରଞ୍ଜିତ ରଣା । ଏହି ଦୁଇ ଅଭିଯୁକ୍ତଙ୍କୁ ନୟାଗଡ଼ର ରଣପୁର ଜଙ୍ଗଲରୁ କ୍ରାଇମ୍‌ବ୍ରାଞ୍ଚ ଧରିବାରେ ସଫଳ ହୋଇଛି । ଉଭୟ ଏହି ଜଙ୍ଗଲରେ ଲୁଚିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା କ୍ରାଇମବ୍ରାଞ୍ଚ । ଏହାପରେ ସେମାନଙ୍କୁ ଧରିବାକୁ ସମସ୍ତ ପ୍ରକାର … Read more

ଆଜି ପ୍ରକାଶ ପାଇବ CHSE ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ୱର: ଆଜି CHSE ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବସାଇଟ୍‌ରେ ନିଜର ରେଜଲ୍ଟ ଦେଖିପାରିବେ। ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ୧୨:୩୦ ରେ ପରୀକ୍ଷା ଫଳ ଘୋଷଣା କରାଯିବ। ରେଜଲ୍ଟ ପ୍ରକାଶ ପାଇବା ପରେ, ଛାତ୍ରଛାତ୍ରୀମାନେ CHSE ଓଡ଼ିଶାର ଅଫିସିଆଲ୍ ୱେବସାଇଟ୍ chseodisha.nic.in ରେ ଏହାକୁ ଚେକ୍ କରିପାରିବେ। ଏହା ବ୍ୟତୀତ ସେମାନେ ଓଡ଼ିଶା ସରକାରଙ୍କ ଅଫିସିଆଲ୍ ରେଜଲ୍ଟ ପୋର୍ଟାଲ୍ results.odisha.gov.in କୁ ଯାଇ ମଧ୍ୟ ନିଜର … Read more