ଇରାନ ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ଚୀନ୍ ଗସ୍ତ: ବେଜିଂରେ ସି ଜିନପିଙ୍ଗଙ୍କ ସହ ବୈଠକ
ନୂଆଦିଲ୍ଲୀ: ବିଶ୍ୱ ରାଜନୀତିରେ ଏକ ବଡ଼ ଧରଣର କୂଟନୈତିକ ହଲଚଲ ଦେଖିବାକୁ ମିଳିଛି। ଇରାନ ସହିତ ଜାରି ରହିଥିବା ଯୁଦ୍ଧ ଏବଂ ଆନ୍ତର୍ଜାତୀୟ ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ମାସରେ ଚୀନ୍ ଗସ୍ତ କରିବାକୁ ଯାଉଛନ୍ତି। ଏହି ତିନି ଦିନିଆ ଗସ୍ତ ସମୟରେ ସେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଟ୍ରମ୍ପ ମଇ ୧୩ରୁ ୧୫ … Read more