ପଶ୍ଚିମ ବଙ୍ଗ, ଆସାମ ରେ ବିଜେପି ର ବଡ଼ ବିଜୟ
ନୂଆଦିଲ୍ଲୀ:ପଶ୍ଚିମ ବଙ୍ଗ ରେ ଭାଜପା ୨୦୫ ଆସନରେ ଆଗୁଆ ଥିବାବେଳେ ଟିଏମ୍ସି ୮୩ ଆସନରେ ଆଗୁଆ ରହିଛି।ଏହି ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ପଶ୍ଚିମ ବଙ୍ଗରେ ‘କମଳ’ ଫୁଟିଛି। ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସର୍ବଦା ମନେ ରହିବ। ଜନଶକ୍ତି ବିଜୟୀ ହୋଇଛି, ଏବଂ ଭାଜପାର’ସୁଶାସନ ରାଜନୀତି’ ସଫଳ ହୋଇଛି। ମୁଁ ପଶ୍ଚିମବଙ୍ଗର ପ୍ରତ୍ୟେକ ବ୍ୟକ୍ତିଙ୍କ ଆଗରେ ମୁଣ୍ଡ ନୁଆଁଉଛି। ଜନତା ଭାଜପାକୁ ଏକ ପ୍ରଚଣ୍ଡ ଜନାଦେଶ ଦେଇଛନ୍ତି, ଏବଂ ମୁଁ ସେମାନଙ୍କୁ ଆଶ୍ୱାସନା … Read more