ଘରୋଇ କ୍ଲିନିକ୍ରେ ଚିକିତ୍ସା କରିପାରିବେନି ସରକାରୀ ଡାକ୍ତର
ବିହାର: ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ଏକ ନୂତନ ପଦକ୍ଷେପ ନେଇଛନ୍ତି ବିହାର ସରକାର । ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରମାନେ ଆଉ ଘରୋଇ ହସ୍ପିଟାଲରେ ଚିକିତ୍ସା କରିପାରିବେନି । ଏହି ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଏକ ପ୍ରସ୍ତାବ ଜାରି କରାଯାଇଛି । ସରକାରଙ୍କ ୭ ନିର୍ଣ୍ଣୟ-୩ କାର୍ଯ୍ୟକ୍ରମ ଅଧୀନରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ବିହାର ସ୍ୱାସ୍ଥ୍ୟ ସେବା କ୍ୟାଡର, ବିହାର ମେଡିକାଲ … Read more