ଗ୍ୟାସ୍ ସଙ୍କଟ ମଧ୍ୟରେ କଳାବଜାରୀ; ଚଢ଼ାଉ ବେଳେ କାଠ ଗୋଲା ଭିତରୁ ମିଳିଲା ବିପୁଳ ଟାଙ୍କି
ଭୁବନେଶ୍ୱର: ସାମନ୍ତରାପୁର ଛକ ନିକଟରେ ଥିବା ଏକ କାଠଗୋଲା ଭିତରୁ ବିପୁଳ ପରିମାଣର ଗ୍ୟାସ୍ ସିଲିଣ୍ଡର ଜବତ କରିଛି ଜିଲ୍ଲା ଯୋଗାଣ ବିଭାଗ। ବେଆଇନ ଭାବେ ଗ୍ୟାସ୍ ମହଜୁଦ ଓ କଳାବଜାରୀ ଚାଲିଥିବା ଖବର ପାଇ ଅଧିକାରୀମାନେ ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଦେଖାଯାଇଥିଲା ଯେ, ବିନା ଲାଇସେନ୍ସରେ ଏଠାରେ ବହୁ ପରିମାଣରେ ଗ୍ୟାସ୍ ସିଲିଣ୍ଡର ମହଜୁଦ ରଖାଯାଇଥିଲା। ୫ କିଲୋ, ୧୨ କିଲୋ ଓ ୧୪ କିଲୋର ଘରୋଇ ଗ୍ୟାସ୍ ଟାଙ୍କି ଏଠାରୁ ଠାବ … Read more