ପଶ୍ଚିମବଙ୍ଗ ମାଲଦାରେ ଏସ୍ଆଇଆର୍ ପାଇଁ ବିକ୍ଷୋଭ ଓ ଏନ୍ଏଚ୍ ଅବରୋଧ
କୋଲକାତା: ପଶ୍ଚିମବଙ୍ଗ ମାଲଦାରେ ଏସ୍ଆଇଆର୍ ପାଇଁ ବିକ୍ଷୋଭ । ମାଲଦାରେ ଭୋଟର ତାଲିକା ପୁନଃ ନିରୀକ୍ଷଣରେ ନିଯୁକ୍ତ ନ୍ୟାୟିକ ଅଧିକାରୀଙ୍କ ଉପରେ ଆକ୍ରମଣକୁ ନେଇ ସୁପ୍ରିମକୋର୍ଟ ଆଜି ପ୍ରବଳ ବର୍ଷିଛନ୍ତି । ଏମିତିକି କେନ୍ଦ୍ରୀୟ ବଳ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସକାଳେ ମଦ୍ୟ ପୁରୁଣା ମାଲଦା ଅଞ୍ଚଳରେ ହିଂସା ପ୍ରଦର୍ଶନ ହୋଇଛି । ଲୋକେ ସଡ଼କ ଉପରେ ଏସ୍ଆଇଆର୍ ବିରୁଦ୍ଧରେ ପ୍ରଦର୍ଶନ ହୋଇଛି । ମଙ୍ଗଲବାଡ଼ି ଅଞ୍ଚଳରେ ନାରାୟଣପୁର ବିଏସ୍ଏଫ୍ କ୍ୟାମ୍ପ ନିକଟସ୍ଥ … Read more