April 12, 2026 3:24 am

ଭିଜିଲାନ୍ସ ଜାଲରେ RI

କଟକ:ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ପଡ଼ିଛନ୍ତି । ଭିଜିଲାନ୍ସ ପକ୍ଷରୁ ତାଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି ।ସୂଚନା ଅନୁଯାୟୀ, ଟାଙ୍ଗୀ-ଚୌଦ୍ୱାରା ରାଜସ୍ୱ ନୀରିକ୍ଷଣ ରାଜାରାମ ବିନ୍ଦ୍ରା ଏକ ପତିତ ଜମିକୁ ଘରବାରୀ କରିବାକୁ ଲାଞ୍ଚ ନେଉଥିଲେ । ଜଣେ ବ୍ୟକ୍ତିଙ୍କ ଠାରୁ ଦାବି ମୁତାବିକ ୩୦ ହଜାର ଟଙ୍କାର ଲାଞ୍ଚ ନେଉଥିଲେ । ଏହି ସମୟରେ ପୂର୍ବ ସୂଚନା ଆଧାରରେ ଚଢାଉ କରିଥିଲେ ଭିଜିଲାନ୍ସ … Read more

ବିଧାୟିକାଙ୍କ ଘରେ ପୋଲିସର ଚଢାଉ

ଭୁବନେଶ୍ୱର:କଳାହାଣ୍ଡି ଜିଲ୍ଲା ନର୍ଲା ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ପୋଲିସ ଚଢାଉ କରିଛି । କେସିଙ୍ଗା ପୋଲିସ ପକ୍ଷରୁ ଚାଲିଛି ଚଢାଉ ହୋଇଛି l ସୂଚନା ଅନୁଯାୟୀ ବିଧାୟିକାଙ୍କ ସ୍ୱାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ସ୍ଥାନୀୟ ତହସିଲଦାର ବିଭୁ ପ୍ରସାଦଙ୍କୁ ହତ୍ୟା ଧମକ ଦେଇଥିବା ନେଇ ଗତ ୧୫ ତାରିଖରେ କେସିଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ କେସିଙ୍ଗା ପୋଲିସ ପକ୍ଷରୁ ରବିବାର ଦିନ … Read more

ରାମ ନବମୀ ଶୋଭାଯାତ୍ରା ରେ ଫାଙ୍କା ଗୁଳିଚାଳନା କରିଥିବା ବିଧାୟକଙ୍କ ପିଏସଓ ନିଲମ୍ବିତ

ବଲାଙ୍ଗୀର:ରାମନବମୀ ଶୋଭାଯାତ୍ରାରେ ସର୍ବସାଧାରଣରେ ଏକାଧିକ ଥର ଗୁଳି ଫୁଟାଇ ବିବାଦୀୟ ହୋଇଛନ୍ତି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବିଧାୟକ ନବୀନ ଜୈନ l ବିଧାୟକଙ୍କ ଫାଙ୍କା ଗୁଳି ଚାଳନାରେ ବିଧାୟକଙ୍କ ପାଖେ ପାଖେ ରହି ସହଯୋଗ କରୁଥିବା ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ନିଲମ୍ବିତ କରାଯାଇଛି। ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଠିକାଦାରପଡ଼ାସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ଶୁକ୍ରବାର ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାକାରୀ ନଗର ପରିଭ୍ରମଣ କରୁଥିଲେ । ଶତାଧିକ ପୁରୁଷ, ମହିଳା ଶୋଭାଯାତ୍ରାରେ ସାମିଲ ହୋଇଥିଲେ lଶାସ୍ତ୍ରୀ ଛକ … Read more

ସାଉଦି ଆରବ ପ୍ରଧାନମନ୍ତ୍ରୀଙ୍କ ସହ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ବିଷୟରେ ଆଲୋଚନା କଲେ ମୋଦୀ

ନୂଆଦିଲ୍ଲୀ:ସାଉଦି ଆରବର କ୍ରାଉନ ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ସାଉଦି ଆରବର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରଧନମନ୍ତ୍ରୀ ମୋଦୀ । ଇସ୍ରାଏଲ-ଆମେରିକା-ଇରାନ ଯୁଦ୍ଧ ମଧ୍ୟରେ ସାଉଦି ଆରବର ଆଞ୍ଚଳିକ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି ମୋଦୀ।ପିଏମ ମୋଦୀ ଏକ୍ସରେ ସୂଚନା ଦେଇଛନ୍ତି ଯେ, ‘ମୁଁ ସାଉଦି ଆରବର କ୍ରାଉନ ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀ ରାଜକୁମାର ମହମ୍ମଦ ବିନ୍ … Read more

ଭୁବନେଶ୍ୱର ବାର ସଂଘ ସଭାପତି ହେଲେ ଅଶୋକ ଛୋଟରାୟ

ଭୁବନେଶ୍ୱର:ଶନିବାର ସାରା ରାଜ୍ୟରେ ବାର ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏହି କ୍ରମରେ ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇ ଏହାର ଫଳାଫଳ ଘୋଷଣା ହୋଇଛି। ଏଥିରେ ଅଶୋକ ଛୋଟରାୟ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି। ସେହିପରି ଉପସଭାପତି ପଦରେ ସୁଶାନ୍ତ ଦାଶ ନିର୍ବାଚିତ ହୋଇଛନ୍ତି। ହିତେନ୍ ନାୟକ କୋଷାଧ୍ୟକ୍ଷ, ସୁମନ ରାଉତରାୟ ସମ୍ପାଦକ, ସଙ୍ଗୀତା ପଟ୍ଟନାଏକ ଯୁଗ୍ମ ସମ୍ପାଦକ, ଜ୍ୟୋତିର୍ମୟୀ ପଣ୍ଡା ସହକାରୀ ସମ୍ପାଦକ ରୂପେ ନିର୍ବାଚିତ ହୋଇଛନ୍ତି। ସେହିପରି ଭୁବନେଶ୍ୱର ଟ୍ୟାକ୍ସ … Read more