ଆହତ ସମସ୍ୟା ପାଇଁ ୨ ସପ୍ତାହ ପର୍ଯ୍ୟନ୍ତ ଆଇପିଏଲ ଖେଳି ପାରିବେନି ଧୋନି
ନୂଆଦିଲ୍ଲୀ:ଆଇପିଏଲ ରେ ଚେନ୍ନାଇ ସୁପର କିଙ୍ଗସ ସୋମବାର ଠାରୁ ତା’ର ଅଭିଯାନ ଆରମ୍ଭ କରିବ।କିନ୍ତୁ ଏହା ପୂର୍ବରୁ ଚେନ୍ନାଇକୁ ଲାଗିଛି ସବୁଠାରୁ ବଡ଼ ଝଟକା। ଦଳର ବରିଷ୍ଠ ଖେଳାଳି ମହେନ୍ଦ୍ର ସିଂହ ଧୋନି ଆହତ ହୋଇଛନ୍ତି। ଆହତ ସମସ୍ୟା ଅତ୍ୟନ୍ତ ଗୁରୁତର ଥିବାରୁ ଆସନ୍ତା ୨ ସପ୍ତାହ ପାଇଁ ସେ ଆଇପିଏଲର କୌଣସି ମ୍ୟାଚ ଖେଳି ପାରିବେ ନାହିଁ। ଧୋନିଙ୍କ ଗୋଡ଼ ରେ ସମସ୍ୟା ରହିଥିବାରୁ ସେ ଆଗାମୀ ୨ ସପ୍ତାହ ପାଇଁ ମ୍ୟାଚ୍ ଖେଳିବେ ନାହିଁ … Read more