April 12, 2026 3:24 am

ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ଲକଡାଉନ୍ ଖବର ମିଥ୍ୟା ଗୁଜବ : କେନ୍ଦ୍ର ସରକାର

ନୂଆଦିଲ୍ଲୀ:ଯୁଦ୍ଧପାଇଁ ଭାରତରେ ପୁଣି ଥରେ କୋଭିଡ୍ ଭଳି ଲକଡାଉନ୍ ହେବାକୁ ଯାଉଛି ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେଉଛି । ଯାହାକୁ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ଦେଶରେ କୌଣସି ଲକଡାଉନ୍ ହେବ ନାହିଁ ବୋଲି ଶୁକ୍ରବାର ସ୍ପଷ୍ଟ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ । ସେ ସ୍ପଷ୍ଟ କରିଛନ୍ତି ଯେ ଲକଡାଉନ ଲାଗୁ କରିବା ଭଳି ପଦକ୍ଷେପ ଉପରେ କୌଣସି ପ୍ରକାର ବିଚାରବିମର୍ଶ କରାଯାଉନାହିଁ … Read more

ରାମ ଲାଲାଙ୍କ ମଥାରେ ଝଲସିଲା ସୂର୍ଯ୍ୟ ତିଲକ

ନୂଆଦିଲ୍ଲୀ: ଅଯୋଧ୍ୟା ଭବ୍ୟ ରାମ ମନ୍ଦିରରେ ଚଳିତ ବର୍ଷର ରାମ ନବମୀ ଏକ ଐତିହାସିକ ଓ ଆଧ୍ୟାତ୍ମିକ ମୁହୂର୍ତ୍ତର ସାକ୍ଷୀ ହୋଇଛି। ଶୁକ୍ରବାର ମଧ୍ୟାହ୍ନ ଠିକ୍ ୧୨ଟା ବେଳେ ପ୍ରଭୁ ଶ୍ରୀରାମଲାଲାଙ୍କ ମଥାରେ ‘ସୂର୍ଯ୍ୟ ତିଲକ’ ଶୋଭା ପାଇବା ପରେ ସମଗ୍ର ଅଯୋଧ୍ୟା ଧାମ ଭକ୍ତିମୟ ହୋଇଉଠିଥିଲା। ପ୍ରାୟ ୫ ଲକ୍ଷରୁ ଅଧିକ ଭକ୍ତଙ୍କ ଗହଳିରେ ଅନୁଷ୍ଠିତ ଏହି ଉତ୍ସବ ପରମ୍ପରା ଓ ଆଧୁନିକ ବିଜ୍ଞାନର ଏକ ଅପୂର୍ବ ସମନ୍ୱୟ ପ୍ରଦର୍ଶନ କରିଛି। ଭାରତୀୟ ବୈଜ୍ଞାନିକମାନଙ୍କ ଦ୍ୱାରା … Read more

ବିନା ଅନୁମତିରେ କୌଣସି IPS ଅଧିକାରୀ ସରକାରୀ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହି ପାରିବେ ନାହିଁ :DGP

ଭୁବନେଶ୍ୱର:କଟକ ଭୁବନେଶ୍ୱରରେ କାର୍ଯ୍ୟରତ କିଛି ବରିଷ୍ଠ ଆଇପିଏସ ଅଧିକାରୀ ଓଡ଼ିଶା ପୋଲିସ ଦ୍ୱାରା ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଉନାହାନ୍ତି । ରାଜ୍ୟ ପୋଲିସର ବିଭିନ୍ନ ବିଭାଗ ଦ୍ୱାରା ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ବରିଷ୍ଠ ଆଇପିଏସ ଅଧିକାରୀମାନଙ୍କ ଅନୁପସ୍ଥିତିକୁ ନେଇ ପୋଲିସ ମହାନିର୍ଦ୍ଦେଶକ ଅସନ୍ତୋଷ ପ୍ରକାଶ କରିଛନ୍ତି ।ଏଣିକି ବିନା ଅନୁମତିରେ କୌଣସି ଅଧିକାରୀ କାର୍ଯ୍ୟକ୍ରମରୁ ବାଦ୍ ପଡ଼ିପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ କଟକ ଓ ଭୁବନେଶ୍ୱରରେ ଅବସ୍ଥାପିତ ପ୍ରାୟ … Read more

୪୦୦ କୋଟିରୁ ଅଧିକ ଅବୈଧ ରାଶି ଜବତ:EC

ନୂଆଦିଲ୍ଲୀ:ଦେଶର ୫ ରାଜ୍ୟରେ ନିର୍ବାଚନ ଘୋଷଣା ସହିତ ଆଚାର ସଂହିତା ଲାଗୁ ହୋଇଯାଇଛି। ଏଥିରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶରେ କାର୍ଯ୍ୟାନୁଷ୍ଠାନ କରି ୪୦୦ କୋଟିରୁ ଅଧିକ ଟଙ୍କାର ଅବୈଧ ରାଶି ଜବତ କରିଛନ୍ତି। ଏହି ସୂଚନା ନିର୍ବାଚନ ଆୟୋଗ ଦେଇଛନ୍ତି। ନିର୍ବାଚନ ଆୟୋଗ କହିଛନ୍ତି ଯେ ଇଲେକ୍ଟ୍ରୋନିକ ଜବତ ପ୍ରବନ୍ଧନ ପ୍ରଣାଳୀ ଆକ୍ଟିଭ ହେବା ପରେ ଏହି ପ୍ରଚୁର ଧନରାଶି ଜବତ ହୋଇ ପାରିଛି। ଇଲେକ୍ସନ କମିଶନ … Read more

IPL 2026 କାର୍ଯ୍ୟସୂଚୀ ଘୋଷଣା କଲା BCCI

ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ l ଚଳିତ ସିଜିନ୍‌ର ମ୍ୟାଚ୍‌ଗୁଡ଼ିକ ମୋଟ ୧୨ଟି ସହରରେ ଆୟୋଜିତ ହେବ। ସେଗୁଡ଼ିକ ହେଲା: ବେଙ୍ଗାଲୁରୁ, ମୁମ୍ବାଇ, ଚେନ୍ନାଇ, କୋଲକାତା, ଦିଲ୍ଲୀ, ଅହମ୍ମଦାବାଦ, ହାଇଦ୍ରାବାଦ, ଲକ୍ଷ୍ନୌ, ଜୟପୁର, ଧର୍ମଶାଳା, ରାୟପୁର ଏବଂ ନ୍ୟୁ ଚଣ୍ଡିଗଡ଼। ଘୋଷଣା ହୋଇଥିବା କାର୍ଯ୍ୟସୂଚୀ:୮ଟି ଡବଲ ହେଡର୍‌: ଏହି ସିଜିନ୍‌ରେ ମୋଟ ୮ଟି ଡବଲ ହେଡର୍‌ ମ୍ୟାଚ ଖେଳାଯିବ।ଦ୍ୱିପ୍ରହର … Read more