March 23, 2026 11:34 pm

ଓଡ଼ିଶାରେ ହେବ ବଡ଼ ରାଜନୈତିକ ପରିବର୍ତ୍ତନ: ବିଜୟ ମହାପାତ୍ର

ଭୁବନେଶ୍ୱର: ବରିଷ୍ଠ ରାଜନେତା ବିଜୟ ମହାପାତ୍ର ରାଜ୍ୟସଭା ନିର୍ବାଚନ ନେଇ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ସେ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ନିର୍ବାଚନ ପାଇଁ ୨ ମାସ ପୂର୍ବରୁ ପ୍ରସ୍ତୁତି ଚାଲିଥିଲା । ବିଜେଡିରେ ଅସନ୍ତୋଷର ନିଆଁ ଜଳୁଛି । ନେତୃତ୍ୱ ଉପରେ ମୋଟରୁ ବିଶ୍ୱାସ ନାହିଁ । ଆଗକୁ ଓଡ଼ିଶାରେ ବଡ଼ ରାଜନୈତିକ ପରିବର୍ତ୍ତନ ହେବ । ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜୟ ମହାପାତ୍ର । କହିଛନ୍ତି, ଦଳ ଭିତରେ ଅସନ୍ତୋଷର … Read more

ଏସସିବି ଅଘଟଣର ତଦନ୍ତ ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କଲେ ମୁଖ୍ୟମନ୍ତ୍ରୀ

କଟକ: କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଯାଇଥିବା ଦୁର୍ଭାଗ୍ୟଜନକ ଅଗ୍ନିକାଣ୍ଡର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ଟିମ୍ ଗଠନ ହୋଇଛି । ଦଳରେ ଅଗ୍ନିଶମ ଆଇଜି, ସହରାଞ୍ଚଳ ଜନସ୍ୱାସ୍ଥ୍ୟ ବିଭାଗର ଇଆଇସି, ଗୃହ ନିର୍ମାଣର ମୁଖ୍ୟ ଯନ୍ତ୍ରୀ, ମେଡ଼ିକାଲ ଏଜୁକେଶନ ଏବଂ ଟ୍ରେନିଂ ନିର୍ଦ୍ଦେଶ ସାମିଲ ରହିଛନ୍ତି । ଏହି ଟିମ୍ ଅଗ୍ନିକାଣ୍ଡ କାରଣ ଖୋଜିବ । ଏସସିବି … Read more

କ୍ରସ୍‌ ଭୋଟିଂର ଖେଳରେ ସୋଫିଆ ଫିର୍ଦ୍ଦୋସ, ଦାଶରଥି ଗମାଙ୍ଗ, ରମେଶ ଜେନା

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଚାଲିଥିବା ଭିତରେ ଏବେ ଚର୍ଚ୍ଚାରେ କ୍ରସ ଭୋଟିଂ। ଦଳୀୟ ହ୍ୱିପକୁ ଅବମାନନା କରି ୩ ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ସ୍ପଷ୍ଟ କଲେ ଭକ୍ତ ଦାସ । କ୍ରସ ଭୋଟିଂ ତାଲିକାରେ କଂଗ୍ରେସର ଦାଶରଥି ଗମାଙ୍ଗ, ସୋଫିଆ ଫିର୍ଦ୍ଦୋସ ଓ ରମେଶ ଜେନା କ୍ରସ୍ ଭୋଟିଂ କରିଛନ୍ତି କହିଲେ ଭକ୍ତି । ସେହିପରି ସୁବାସିନୀ, ସନା ମହାକୁଡ଼, ଅରବିନ୍ଦ ମହାପାତ୍ର ମଧ୍ୟ କ୍ରସ ଭୋଟିଂ କରିଥିବା ସୂଚନା । ଅନ୍ୟପଟେ ବିଜେଡିରୁ … Read more

ରାଜ୍ୟସଭା ନିର୍ବାଚନ ପାଇଁ ଜାରି ରହିଛି ମତଦାନ

ଭୁବନେଶ୍ୱର: ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ପ୍ରଥମ ଭୋଟ୍ ଦେଇଛନ୍ତି । ଏହା ପରେ ଜଣକ ପରେ ଜଣେ ବିଧାୟକ ଏବଂ ମନ୍ତ୍ରୀମାନେ ଭୋଟ୍ ଦେଉଛନ୍ତି । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ମତଦାନ ଜାରି ରହିଛି । ସନ୍ଧ୍ୟା ୫ଟାରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ଓଡ଼ିଶାର ୪ଟି ଆସନ ପାଇଁ ୫ ଜଣ … Read more

SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ: ୧୦ ରୋଗୀଙ୍କ ମୃତ୍ୟୁ

କଟକ: ରବିବାର ବିଳମ୍ବିତ ରାତିରେ ଏସ୍‌ସିବି ମେଡିକାଲ ର ଟ୍ରମା କେୟାର ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଦେଖୁ ଦେଖୁ ନିଆଁ ଚାରିଆଡେ ବ୍ୟାପିଯାଇଥିଲା l ଯାହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀର ଟିମ୍‌ ମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ l ଦୀର୍ଘ ସମୟର ପରିଶ୍ରମ ପରେ କିଛି ଲୋକଙ୍କୁ ଭୟାବହ ଅଗ୍ନିକାଣ୍ଡ ଭିତରୁ କିଛି ଲୋକଙ୍କୁ ଉଦ୍ଧାର କରିଥିଲେ । ହେଲେ … Read more

ନମନ ପୁରସ୍କାର ୨୦୨୬ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ନମନ ପୁରସ୍କାର ୨୦୨୬ ଘୋଷଣା କରିଛି ବିସିସିଆଇ । ଚଳିତ ଥର ଶୁଭମନ ଗିଲ୍ ଓ ସ୍ମୃତି ମନ୍ଧାନଙ୍କୁ ବ୍ୟକ୍ତିଗତ ସ୍ତରରେ ପୁରସ୍କୃତ କରାଯାଇଛି। କ୍ରିକେଟରେ ତାଙ୍କର ଚମତ୍କାର ପ୍ରଦର୍ଶନ ଯୋଗୁ ଏହି ଦୁଇ ଖେଳାଳି ପୁରସ୍କୃତ ହୋଇଛନ୍ତି। ରବିବାର, ମାର୍ଚ୍ଚ ୧୫ ତାରିଖରେ ନୂଆ ଦିଲ୍ଲୀରେ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଆୟୋଜିତ ହୋଇଥିଲା। ଚଳିତ ଥର ପୁରୁଷ କ୍ରିକେଟରେ ଗିଲଙ୍କୁ ସର୍ବଶ୍ରେଷ୍ଠ ଆନ୍ତର୍ଜାତୀୟ କ୍ରିକେଟର ଭାବେ ବଛା ଯାଇଥିଲା। ଏଥିପାଇଁ ତାଙ୍କୁ ପ୍ରତିଷ୍ଠିତ … Read more