March 24, 2026 7:54 am

ବର୍ଷିଲେ କଟକ ବାରବାଟୀ ବିଧାୟିକା ସୋଫିଆ

ଭୁବନେଶ୍ୱର: ବିଧାୟିକା ସୋଫିଆ ଫିର୍ଦ୍ଦୋସ ଖୋଲାଖୋଲି ଭାବେ ତାଙ୍କର ଅସନ୍ତୋଷ ଝାଡ଼ିଛନ୍ତି। ବିଜେଡି ସହ ବୁଝାମଣାକୁ ନେଇ ଉଠୁଥିବା କଥା ଉପରେ ସେ ଖୁବ୍‌ ରାଗିଯାଇଛନ୍ତି। ସେ କହିଛନ୍ତି, ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଚୟନ ପୂର୍ବରୁ କୌଣସି ଆଲୋଚନା ହୋଇନି। ବିଧାୟକମାନଙ୍କ ସହ ଆଲୋଚନା ହୋଇଥିଲେ ବରଂ ଭଲ ହୋଇଥାନ୍ତା। ନୂଆପଡ଼ା ଉପନିର୍ବାଚନକୁ ମୋତେ ଡକାଯାଇ ନ ଥିଲା ବୋଲି ସୋଫିଆ ସାମ୍ବାଦିକ ପ୍ରଶ୍ନର ଉତ୍ତରରେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୋ ନିର୍ବାଚନ … Read more

ଜାତୀୟ ୟୁଥ୍‌ ଭଲିବଲ ଚମ୍ପିଆନସିପ୍‌ ଆସନ୍ତା ୧୫ରୁ ଆରମ୍ଭ

ଭୁବନେଶ୍ୱର: କିଟ୍‌ ବିଶ୍ବବିଦ୍ୟାଳୟ ଭୁବନେଶ୍ବରରେ ଚଳିତ ମାର୍ଚ୍ଚ ୧୫ରୁ ୨୦ ପର୍ଯ୍ୟନ୍ତ ୨୬ତମ ଜାତୀୟ ୟୁଥ୍‌ ଭଲିବଲ ଚମ୍ପିଆନସିପ୍‌ ଆୟୋଜିତ ହେବ। ଓଡ଼ିଶା ଭଲିବଲ ଆସୋସିଏସନ, ଭାରତୀୟ ଭଲିବଲ ସଂଘ ଓ କିଟ୍‌ ବିଶ୍ବବିଦ୍ୟାଳୟର ମିଳିତ ସହଯୋଗରେ ୨୬ତମ ଜାତୀୟ ୟୁଥ୍‌ ଭଲିବଲ ଚମ୍ପିଆନସିପ ଆୟୋଜିତ ହେବ। ପ୍ରଥମ ଥର ପାଇଁ ଜାତୀୟ ପ୍ରତିଯୋଗିତା ୬ଟି ଇନ୍‌ଡୋର କୋର୍ଟରେ ଖେଳାଯିବ। ଯାହା ପୂର୍ବରୁ କେବେହେଲେ ଜାତୀୟ ପ୍ରତିଯୋଗିତାରେ ଦେଖିବାକୁ ମିଳିନଥିଲା। ଏଫ୍‌ଆଇଭିବି ଭଲିବଲ ବିଚ୍‌ ପ୍ରୋ ଟୁର୍‌ … Read more

ଭାରତରୁ ଗଲେ ଇରାନର ଯୁଦ୍ଧଜାହାଜ IRIS ଲାଭାନାର କ୍ରୁ ସଦସ୍ୟ

କୋଚି: ଇରାନୀ ନୌସେନା ଜାହାଜ ଆଇରିସ୍ ଲାଭାନର ପ୍ରାୟ ୧୦୦ ଜଣ କ୍ରୁ ସଦସ୍ୟ କୋଚି ବିମାନବନ୍ଦର ଦେଇ ଭାରତ ଛାଡିଛନ୍ତି। ଦକ୍ଷିଣ ନୌସେନା କମାଣ୍ଡ ପକ୍ଷରୁ କୌଣସି ଆନୁଷ୍ଠାନିକ ନିଶ୍ଚିତକରଣ କରାଯାଇ ନାହିଁ। ସୂତ୍ର ଅନୁଯାୟୀ ଇରାନୀ କ୍ରୁ ସଦସ୍ୟଙ୍କ ପାଇଁ କଲମ୍ବୋରୁ ଏକ ସ୍ୱତନ୍ତ୍ର ଚାର୍ଟର୍ଡ ବିମାନ ପଠାଯାଇଥିଲା। ଏହି ବିମାନ କୋଚି ବିମାନବନ୍ଦରରୁ ଉଡ଼ାଣ ଭରିଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ବିମାନଟି କୋଚି ବିମାନବନ୍ଦରରୁ ବାହାରିଥିଲା। ସୂତ୍ରଗୁଡ଼ିକ ବିମାନର ଗନ୍ତବ୍ୟସ୍ଥଳ ପ୍ରକାଶ କରିନାହିଁ। … Read more

ବିଜେପି କାର୍ଯ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ନେଇ ବିଜେପି ଚଳଚଞ୍ଚଳ। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ। ବିଜେପିର ବରିଷ୍ଠ ନେତା ଓ ବିଧାୟକ ଉପସ୍ଥିତ ରହିବେ। ତେବେ ଏହି ବୈଠକରେ ଏସ୍ଆଇଆର ଓ ରାଜ୍ୟସଭା ନିର୍ବାଚନକୁ ନେଇ ଆଲୋଚନା ହୋଇପାରେ।ମିଳିଥିବା ସୂଚନାରୁ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହେବ । ପ୍ରଥମେ ଏସ୍ଆଇଆର … Read more

କ୍ଷୀର ଉତ୍ପାଦନ ଏବଂ ବିକ୍ରି ପାଇଁ ଏଣିକି ଲାଇସେନ୍ସ ଅନିବାର୍ଯ୍ୟ:FSSAI

ନୂଆଦିଲ୍ଲୀ: କ୍ଷୀର ଉତ୍ପାଦନ ଏବଂ ବିକ୍ରି ପାଇଁ ଏଣିକି ଲାଇସେନ୍ସ ଅନିବାର୍ଯ୍ୟ ହେବ।ଦୁଗ୍ଧ ତଥା ଡାଏରି ଉତ୍ପାଦନରେ ବଢ଼ିଚାଲିଥିବା ଅପମିଶ୍ରଣକୁ ରୋକିବାକୁ ଫୁଡ୍ ସେଫ୍ଟି ଅଥରିଟି ଅଫ୍ ଇଣ୍ଡିଆ ତଥା (FSSAI) ପକ୍ଷରୁ ଏହି ନିଷ୍ପତ୍ତି ନିଆ ଯାଇଛି l ଡାଏରି ସହକାରୀ ସମିତି ସଦସ୍ୟଙ୍କୁ ବାଦ୍ ଦେଲେ , ଅନ୍ୟ ସମସ୍ତ ଦୁଗ୍ଧ ଉତ୍ପାଦକ ଏବଂ କ୍ଷୀର ବିକ୍ରି କରୁଥିବା ସମସ୍ତ କ୍ଷୀର ବ୍ୟବସାୟୀଙ୍କ ପାଇଁ (FSSAI)ରେ ପଞ୍ଜିକରଣ କରିବା ଅନିବାର୍ଯ୍ୟ ହେବ । ବିଭାଗ … Read more

ରବୀନ୍ଦ୍ର ଜେନାଙ୍କ ବିଜେପି ରେ ଯୋଗଦାନ ପରେ ଇସ୍ତଫା ଦେଲେ ଜୀବନ ପ୍ରଦୀପ

ଭୁବନେଶ୍ୱର: ପୂର୍ବତନ ବିଜେଡ଼ି ସାଂସଦ ରବୀନ୍ଦ୍ର ଜେନା ବିଜେପିରେ ସାମିଲ ହେବା ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଶୁକ୍ରବାର ନିଜ ର ଅସନ୍ତୋଷ ପ୍ରକାଶ କରି ବିଜେପିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ । ଦଳରେ ନୈତିକତାର ପତ୍ତନ ଘଟିଛି ବୋଲି ସେ କହିଛନ୍ତି l ଏକ ସାମ୍ବାଦିକ ସମ୍ମିଳନୀରେ ଜୀବନ ପ୍ରଦୀପ ନିଜର ଇସ୍ତଫା ଘୋଷଣା କରିଛନ୍ତି । ସେ ରାଜ୍ୟ ସଭାପତିଙ୍କୁ ତାଙ୍କର ଇସ୍ତଫା ପତ୍ର … Read more