ଦେଶର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ସୁରକ୍ଷା ଦିଗରେ ସିଆଇଏସ୍ଏଫ୍ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
ନୂଆଦିଲ୍ଲୀ: ଆଜି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ସିଆଇଏସ୍ଏଫ୍ର ପ୍ରତିଷ୍ଠା ଦିବସ ଅବସରରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ସମସ୍ତ ସୁରକ୍ଷା କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି ସିଆଇଏସ୍ଏଫ୍ର ଉତ୍ସର୍ଗୀକୃତ କାର୍ଯ୍ୟ, ସମର୍ପଣ ଏବଂ ଦେଶର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଓ ପ୍ରତିଷ୍ଠାନର ସୁରକ୍ଷା ଦିଗରେ ପ୍ରତିବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ ସେ କହିଛନ୍ତି ସିଆଇଏସ୍ଏଫ୍ ଯବାନମାନଙ୍କ ଅଦମ୍ୟ ସାହସ ଓ ଶୃଙ୍ଖଳାକୁ ଦେଶ ସମ୍ମାନ ଜଣାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଆଇଏସ୍ଏଫ୍ … Read more