ଇରାନର ନୂଆ ଲିଡରକୁ ଇସ୍ରାଏଲର ଖୋଲା ଧମକ
ନୂଆଦିଲ୍ଲୀ: ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ ବୁଧବାର ଚେତାବନୀ ଜାରି କରିଛନ୍ତି । ସେ କହିଛନ୍ତି ଇରାନରେ ନିଯୁକ୍ତ ଯେ କୌଣସି ନୂଆ ନେତା ଯଦି ଆମ ଦେଶକୁ ଧ୍ୱଂସ କରିବାର ଯୋଜନା କରିବେ ତେବେ ତାଙ୍କୁ ମଧ୍ୟ ଆମେ ସମାପ୍ତ କରି ଦେବୁ । ଆମକୁ ଫରକ ପଡିବ ନାହିଁ ଯେ, ନୂଆ ନେତା କିଏ ଏବଂ ତାଙ୍କ ନାଁ କଣ । ଉଲ୍ଲେଖନୀୟ ଖାମେନିଙ୍କ ପୁଅ ମୁଜ୍ଜତବା ଇରାନର ନୂଆ ସୁପ୍ରିମ ଲିଡର … Read more