March 23, 2026 5:41 pm

ହିଟ୍ ୱେଭ ପାଇଁ ଏସଓପି ଜାରି କଲା ଉଚ୍ଚ ଶିକ୍ଷା ବିଭାଗ

ଭୁବନେଶ୍ୱର: ହିଟ୍ ୱେଭଙ୍କୁ ନେଇ ସବୁ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡିକ ପାଇଁ ଏସଓପି ଜାରି କଲା ଉଚ୍ଚ ଶିକ୍ଷା ବିଭାଗ । ସକାଳ ସମୟରେ ସବୁ ପରୀକ୍ଷା କରିବାକୁ କୁହାଯାଇଛି । ଖେଳକୁଦ ଭଳି ଆଉଟ୍ ଡୋର୍ ଆକ୍ଟିଭିଟି ଅପରାହ୍ଣ ସମୟରେ ନ କରିବାକୁ କୁହାଯାଉଛି । ଯଦି ଆଉଟଡୋର ଆକ୍ଟିଭିଟି ଅପରିହାର୍ଯ୍ୟ ତେବେ ଉପଯୁକ୍ତ ପଦକ୍ଷେପ ସହ ଆଉଟ ଡୋର୍ ଆକ୍ଟିଭିଟି କରାଯାଉ । ନିରବଛିନ୍ନ ଜଳ ଯୋଗାଣ ସୁନିଶ୍ଚିତ କରିବା ସହ କ୍ଲାସରୁମ, … Read more

ବିଜେପିରୁ ପୂର୍ଣ୍ଣିମା ହୋଇପାରନ୍ତି ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର: ବିଜୁ ଜନତା ଦଳ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ଏବେ ଶାସକ ଦଳ ବିଜେପିର ପାଳି । ତେବେ ନାମାଙ୍କନ ଭରିବାକୁ ଆଉ ମାତ୍ର ୪ ଦିନ ବାକି ଥିବାବେଳେ ବିଜେପି ଏ ଯାଏ ପ୍ରାର୍ଥୀ ଘୋଷଣା କରିନାହିଁ । ବିଜେପି ପୁଣି ଏକ ଆଦିବାସୀ କାର୍ଡ ଖେଳିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା କୁହାଯାଉଛି । ସୁନ୍ଦରଗଡ଼ର ବିଜେପି ଆଦିବାସୀ ନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କୁ ବିଜେପି ରାଜ୍ୟସଭା ଟିକେଟ୍ ଦେଇପାରେ … Read more

ଯୁଦ୍ଧର ପ୍ରଭାବରେ ଦୁବାଇରେ ଥିବା ଓଡ଼ିଆ ଶ୍ରମିକ ଭୟଭୀତ

ଭୁବନେଶ୍ୱର: ଇରାନ ପକ୍ଷରୁ ଦୁବାଇର ଆବୁଧାବି ସହର ଭଳି ଆଖାପାଖ ଅଞ୍ଚଳରେ କ୍ଷେପଣାସ୍ତ୍ର ମାଡ ହୋଇଛି । ମଧ୍ୟପ୍ରାଚ୍ୟରେ ଚାଲିଥିବା ମହାଯୁଦ୍ଧର ପ୍ରଭାବରେ ଦୁବାଇର ଆବୁଧାବିରେ ରହୁଥିବା ପ୍ରବାସୀ ଓଡିଆମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସେଠାରେ ରହୁଥିବା ଓଡିଆ ଶ୍ରମିକଙ୍କ ଘର ନିକଟରେ ବିସ୍ଫୋରଣ ହୋଇଛି । ଯାହାକୁ ନେଇ ହଜାର ହଜାର ଓଡିଆ ଭୟଭୀତ ହୋଇପଡିଛନ୍ତି । ଗତକାଲି ଠାରୁ ସବୁ ଓଡ଼ିଆ ଶ୍ରମିକ କାମ ବନ୍ଦ କରି ଦେଇଛନ୍ତି। ସେମାନଙ୍କୁ କୋଠରୀ ଭିତରେ … Read more

ଯୁଦ୍ଧ ପାଇଁ ଭାରତୀୟ ବିମାନ ସେବା ବାତିଲ

ନୂଆଦିଲ୍ଲୀ:ଭାରତୀୟ ବିମାନ କମ୍ପାନୀଗୁଡ଼ିକର ୩୫୦ ରୁ ଅଧିକ ବିମାନ ବାତିଲ କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (MoCA)ର ସଦ୍ୟତମ ତଥ୍ୟ ଅନୁଯାୟୀ, ମଧ୍ୟପ୍ରାଚ୍ୟ ଆକାଶମାର୍ଗରେ ଲାଗୁ ହୋଇଥିବା କଟକଣା ଯୋଗୁଁ ବିମାନ ଚଳାଚଳ କ୍ଷେତ୍ରରେ ଏହି ବଡ଼ ବାଧା ସୃଷ୍ଟି ହୋଇଛି । ବିମାନ ଚଳାଚଳ ମନ୍ତ୍ରଣାଳୟ ସ୍ପଷ୍ଟ କରିଥିଲା ​​ଯେ ଗୋଟିଏ ଦିନ ପୂର୍ବରୁ, ଫେବୃଆରୀ ୨୮ ତାରିଖରେ ୪୧୦ଟି ଘରୋଇ ବିମାନ ଉଡ଼ାଣ ବାତିଲ କରାଯାଇଥିଲା । ପିଟିଆଇ ସୂତ୍ର ଅନୁଯାୟୀ, … Read more

ୱେଷ୍ଟଇଣ୍ଡିଜକୁ ହରାଇ ସେମିଫାଇନାଲରେ ପ୍ରବେଶ କଲା ଇଣ୍ଡିଆ

କୋଲକାତା: ଭାରତ ୫ ୱିକେଟରେ ୱେଷ୍ଟଇଣ୍ଡିଜକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ ବିନିମୟରେ ୧୯୫ ରନ କରିଥିଲା । ରୋଷ୍ଠନ ଚେଜ ୪୦ ଓ ଜାସନ ହୋଲ୍ଡର ଅପରାଜିତ ୩୭ ରନ କରିଥିଲେ । ଯଶପ୍ରୀତ ବୁମରାହ ଭାରତ ପକ୍ଷରୁ ୨ଟି ୱିକେଟ ନେଇଥିଲେ । ୧୯୬ ରନର ଲକ୍ଷ୍ୟକୁ ପିଛା କରି ଭାରତ ଦୁଇ ଓପନର ଅଭିଷେକ ଶର୍ମା ଓ ଈଶାନ କିଶାନଙ୍କୁ … Read more