February 26, 2026 5:43 pm

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ମାର୍ଚ୍ଚ ୧୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି​​​​​​​ ପ୍ରକାଶ ହେଇଛି l୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ ।​​​​​​​ ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ, ୬ ତାରିଖରେ ହେବ ଯାଞ୍ଚ। ମାର୍ଚ୍ଚ ୯ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ।ସେହିପରି ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ … Read more

ଭୁବନେଶ୍ୱରର ୫ଟି ସ୍ଥାନରେ ଇଡିର ଚଢ଼ଉ

ଭୁବନେଶ୍ୱର: ଅର୍ଥ ହେରଫେର୍ ଏବଂ ଜମି ଜାଲିଆତି ନେଇ ଆଜି ରାଜଧାନୀ ଭୁବନେଶ୍ୱରରେ ୫ଟି ସ୍ଥାନରେ କୋଲକାତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ଉ କରିଛି । ହାଇଟେକ୍ ମେଡ଼ିକାଲ କଲେଜ ଓ ଭାରତୀୟ ବିଜ୍ଞାନ ବିକାଶ ଚାରିଟେବୁଲ ଟ୍ରଷ୍ଟର ସହିଦନଗରସ୍ଥିତ କାର୍ଯ୍ୟାଳୟରେ ଯାଞ୍ଚ କରୁଛି ଇଡି । ପୂର୍ବରୁ ସାହାରା ଇଣ୍ଡିଆ ବିରୁଦ୍ଧରେ ସେବି ଓ ଇଡିରେ ଅଭିଯୋଗ ହୋଇଥିଲା । ବ୍ୟାପକ ଆର୍ଥିକ ହେରଫେର ନେଇ ମାମଲା ରୁଜୁ ହୋଇଥିଲା । ସାହାର ଇଣ୍ଡିଆର ଦେଶରେ ବିଭିନ୍ନ … Read more

ସୁକିନ୍ଦା କ୍ରୋମାଇଟ୍ ଖଣି ଅଞ୍ଚଳରେ ଅତ୍ୟାଧୁନିକ ଜଳ ପରିଚାଳନା ବ୍ୟବସ୍ଥା ପାଇଁ ଟାଟାର ଅନନ୍ୟ ପଦକ୍ଷେପ

ଯାଜପୁର: ପରିବେଶ ପ୍ରଦୂଷଣ ଓ ଜଳ ସଙ୍କଟ କୁ ଦୃଷ୍ଟିରେ ରଖି ଟାଟା ଷ୍ଟିଲ୍ ପକ୍ଷରୁ ଯାଜପୁର ଜିଲ୍ଲାର ସୁକିନ୍ଦା ଅଞ୍ଚଳରେ ପରିବେଶ ଅନୁକୂଳ ଖଣି କାର୍ଯ୍ୟକୁ ଅଧିକ ସୁଦୃଢ଼ କରାଯାଇଛି। କମ୍ପାନୀ ପକ୍ଷରୁ ଅତ୍ୟାଧୁନିକ ଜଳ ବିଶୋଧନ ଟେକ୍ନୋଲୋଜି ଏବଂ ସ୍ମାର୍ଟ ମନିଟରିଂ ବ୍ୟବସ୍ଥା ଯୋଗେ ଜଳ ପ୍ରଦୂଷଣ ରୋକିବା ସହ ସ୍ଥାନୀୟ ଜନ କଲ୍ୟାଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ଗ୍ରହଣ କରାଯାଇଛି। ସାରୁଆବିଲ କ୍ରୋମାଇଟ୍ ଖଣିରେ ପୂର୍ବରୁ ଥିବା ଘଣ୍ଟା ପ୍ରତି ୩୮୦ … Read more

ନୂଆ ଓଡ଼ିଶା ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦିଲ୍ଲୀରେ ନୂଆ ଓଡ଼ିଶା ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ଚାଣକ୍ୟପୁରୀ କୌଟିଲ୍ୟ ମାର୍ଗରେ ୭ ମହଲା ବିଶିଷ୍ଟ ହେବ ନୂଆ ଓଡ଼ିଶା ଭବନ । ୪୫ଟି କୋଠରୀ ସହ ଆଧୁନିକ ସମ୍ମିଳନୀ କକ୍ଷ ରହିବ । ଓଡ଼ିଶାର ସାଂସ୍କୃତିକ ଓ ପ୍ରଶାସନିକ କେନ୍ଦ୍ର ଭାବେ କାମ କରିବ । ଗୁରୁବାର କୌଟିଲ୍ୟ ମାର୍ଗରେ ନୂଆ ଓଡ଼ିଶା ଭବନର ଶିଳାନ୍ୟାସ ଏବଂ ଭୂମି ପୂଜା ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶିଳାନ୍ୟାସ ଏବଂ ଭୂମି … Read more

ମୋଦୀଙ୍କୁ ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନ

ନୂଆଦିଲ୍ଲୀ: ଇସ୍ରାଏଲର ସଂସଦ ‘ନେସେଟ୍’ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ସ୍ପିକର ଅଫ୍ ଦି ନେସେଟ୍ ମେଡାଲ’ (Speaker of the Knesset Medal)ରେ ସମ୍ମାନିତ କରିଛି। ଏହା ଇସ୍ରାଏଲୀ ସଂସଦର ସର୍ବୋଚ୍ଚ ସମ୍ମାନ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଏହି ପଦକ ପାଇବାରେ ବିଶ୍ୱର ପ୍ରଥମ ନେତା। ଏହା ଇସ୍ରାଏଲୀ ସଂସଦର ସର୍ବୋଚ୍ଚ ସମ୍ମାନ। ଏହା କେବଳ ବିଶ୍ୱ ନେତାମାନଙ୍କୁ ପ୍ରଦାନ କରାଯାଏ ଯେଉଁମାନେ ଇସ୍ରାଏଲ ସହିତ ବନ୍ଧୁତାକୁ ନୂତନ ଉଚ୍ଚତାରେ ପହଞ୍ଚାଇଛନ୍ତି। ଏହି ମେଡାଲ ପ୍ରଧାନମନ୍ତ୍ରୀ … Read more

ମନି ଲଣ୍ଡରିଂ ମାମଲାରେ ଅନୀଲ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ଘର ଜବତ କଲା ଇଡି

ନୂଆଦିଲ୍ଲୀ: ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ମୁମ୍ବାଇ ବଙ୍ଗଳା “ଆବୋଡ୍”କୁ ଜବତ କରିଛି ଇଡି । ପିଟିଆଇ ଅନୁଯାୟୀ, ଏହାର ମୂଲ୍ୟ ପ୍ରାୟ ₹୩,୭୧୬ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ମନି ଲଣ୍ଡରିଂ ନିବାରଣ ଆଇନ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ମାମଲା ତାଙ୍କ କମ୍ପାନୀ ରିଲାଏନ୍ସ କମ୍ୟୁନିକେସନ୍ସ ଉପରେ ଲାଗିଥିବା ବ୍ୟାଙ୍କ ଠକେଇ ଅଭିଯୋଗ ସହ ଜଡିତ। ଅନିଲ ଅମ୍ବାନୀ ନାଁ ରେ ₹୪୦,୦୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ … Read more