ଟି-୨୦ବିଶ୍ୱକପରୁ ବାଦ ପଡ଼ିଲା ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ:ଟି-୨୦ ବିଶ୍ୱକପରୁ ବାଦ ପଡ଼ିଲା ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ସୁପର ୮ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ। ଆୟର୍ଲାଣ୍ଡ-ଜିମ୍ବାୱେ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହେବା ପରେ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପରୁ ବାଦ ପଡ଼ିଥିଲା। ଜିମ୍ବାୱେର ବର୍ତ୍ତମାନ ୩ଟି ମ୍ୟାଚ୍ ରୁ ୫ ପଏଣ୍ଟ ଅଛି, ଏବଂ ଯଦି ଅଷ୍ଟ୍ରେଲିଆ ପରବର୍ତ୍ତୀ ମ୍ୟାଚ୍ ଜିତିଯାଏ, ତଥାପି ଏହାର କେବଳ ୪ ପଏଣ୍ଟ ରହିବ।ପ୍ରଥମ ପର୍ଯ୍ୟାୟରୁ ଅଷ୍ଟ୍ରେଲିଆର ବିଦାୟ ବହୁତ ଆଶ୍ଚର୍ଯ୍ୟଜନକ, କାରଣ ଏହି ଦଳ ଅନେକ … Read more