April 12, 2026 6:38 am

ମହାରାଷ୍ଟ୍ର ମହାନଗର ନିଗମ ନିର୍ବାଚନରେ ବିଜେପିର ବଡ଼ ବିଜୟ

ମୁମ୍ବାଇ: ବୃହନ୍ମୁମ୍ବାଇ ନଗର ନିଗମ (BMC) ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ମୁମ୍ବାଇରେ ପ୍ରଥମଥର ପାଇଁ ମେୟର ଆସନରେ ବସିବ ବିଜେପି। ବିଜେପି ଉଦ୍ଧବଙ୍କ ଶିବସେନା ହାତରୁ ମେୟର ଆସନ ଛଡାଇ ନେଇଛି। ଭୋଟ ଗଣନା ଆରମ୍ଭ ହେବା ମାତ୍ରେ, ଭାରତୀୟ ଜନତା ପାର୍ଟି (BJP) ନେତୃତ୍ୱାଧୀନ ମହାଯୁତି (ମହାଗଠ ବନ୍ଧନ) ନେତୃତ୍ୱ ନେଇଥିଲା, ଶେଷ ପର୍ଯ୍ୟନ୍ତ ଏହି ନେତୃତ୍ୱ ବଜାୟ ରଖିଥିଲା। ମଧ୍ୟାହ୍ନ ସୁଦ୍ଧା, ବିଜେପି-ସିନ୍ଦେ ଶିବସେନା ମେଣ୍ଟ ୧୧୪ ସଂଖ୍ୟା ଗରିଷ୍ଠତା ଅଙ୍କ ଅତିକ୍ରମ … Read more

ସ୍କୁଲରେ ଶିକ୍ଷୟିତ୍ରୀ ଲହୁଲୁହାଣ

ବୁର୍ଲା: ବୁର୍ଲା ଅପର ପ୍ରାଇମେରୀ ବିଦ୍ୟାଳୟର ଦୁଇ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ମାରପିଟ୍ ହେବା ପରେ ଲହୁ ଲୁହାଣ ହେବାର ଭିଡିଓ ଭାଇରାଲ ହୋଇଛି। କିର୍ବା ସ୍କୁଲରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଥିବାବେଳେ ଶିକ୍ଷୟିତ୍ରୀ ସଂଖ୍ୟା ମାତ୍ର ୩ । ଏହି ମାସରେ ଜଣେ ଶିକ୍ଷୟିତ୍ରୀ ଅବସର ମଧ୍ୟ ନେବାର ଅଛି। ଏହି ଭିଡିଓରେ ମହିଳା ଶିକ୍ଷୟତ୍ରୀ ଜଣଙ୍କ ମୁଁହ ଫାଟି ସେ ଲହୁ ଲୁହାଣ ହୋଇଥିବା ବେଳେ ଜଣେ … Read more

ଆସନ୍ତା ବର୍ଷ ନୂତନ ପାଠ୍ୟପୁସ୍ତକ ପ୍ରଚଳନ ସହିତ ପଞ୍ଚମ ଯାଏଁ ମାତୃଭାଷା ବାଧ୍ୟତାମୂଳକ

ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷ(୨୦୨୬-୨୭)ରୁ ଓଡ଼ିଶା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା(ଓଏସ୍ସିଏଫ୍) ଉପରେ ଆଧାରିତ ହେବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯିବ। ରାଜ୍ୟର ୧ଲକ୍ଷ ୬୭ ହଜାର ଶିକ୍ଷକଙ୍କୁ ନୂତନ ପାଠ୍ୟକ୍ରମର ଦକ୍ଷ କରିବା ପାଇଁ ପ୍ରଶିକ୍ଷଣ ଦିଆଯିବ । ନୂତନ ଯୁଗ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଶିକ୍ଷକଙ୍କ ବୃତ୍ତିଗତ ବିକାଶ ନିରନ୍ତର ଜାରି ରହିବ। ପଞ୍ଚମ ଶ୍ରେଣୀ ଯାଏ ମାତୃଭାଷାରେ ଶିକ୍ଷାଦାନକୁ ସୁଦୃଢ଼ କରାଯିବ। ଏହାଦ୍ୱାରା ପିଲାଙ୍କ ମୌଳିକ ଶିକ୍ଷା ମୂଳଦୁଆ ଶକ୍ତ … Read more

ଭାଜପାରେ ସାମିଲ ହେଲେ ଯାଜପୁର ବିଜେଡିର ବହୁ ବରିଷ୍ଠ ନେତା

ଭୁବନେଶ୍ୱର:ବିଜେପି ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ଏକ ଭବ୍ୟ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲାର ୧୬ ଜଣ ଜିଲ୍ଲା ପରିଷଦ ସଦସ୍ୟ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି । ଏହି ମିଶ୍ରଣ ପର୍ବରେ ଯାଜପୁରର ପୂର୍ବତନ ଏମ୍‌ପି ଶ୍ରୀମତୀ ରିତା ତରାଇ ଭାଜପାରେ ସାମିଲ ହୋଇଛନ୍ତି। ରସୁଲପୁର ବ୍ଲକ୍‌ ଅଧ୍ୟକ୍ଷ ଅରୁଣ କୁମାର ରାଉତ, ଧର୍ମଶାଳାର ବ୍ଲକ ସଭାନେତ୍ରୀ ବିଶ୍ୱବନ୍ଦନା ଜେନା, ଯାଜପୁର ବିଜେଡି ୟୁଥ ପ୍ରେସିଡେଣ୍ଟ କ୍ଷିତୀଶ ନାୟକ, ଉତ୍ତରପ୍ରତାପ ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଖିରାବଦ୍ଧି … Read more

କିଟ୍‍ ପରିସରରେ ନବମ ତ୍ରି ଦିବସୀୟ ରାଷ୍ଟ୍ରୀୟ ସଂଗୋଷ୍ଠୀ ଓ ବହୁଭାଷୀ କାବ୍ୟ ପାଠ ଉତ୍ସବ ଉଦ୍‍ଘାଟିତ

ଭୁବନେଶ୍ୱର: ବିଶ୍ୱମୁକ୍ତି, କିଟ୍‍ ଓ କିସର ମିଳିତ ଅନୁକୂଲ୍ୟରେ କିଟ୍‍ ରେ ନବମ ତ୍ରି ଦିବସୀୟ ରାଷ୍ଟ୍ରୀୟ ସଂଗୋଷ୍ଠୀ ଓ ବହୁଭାଷୀ କାବ୍ୟ ପାଠ ଉତ୍ସବ ଉଦ୍‍ଘାଟିତ ହୋଇଯାଇଛି । ଜାନୁଆରୀ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବର ବିଷୟବସ୍ତୁ ରହିଛି ବିଶ୍ୱ ଶାନ୍ତି ଏବଂ ସଦଭାବନା ୨୦୨୫-୨୬: ସ୍ଥାୟୀ ସହାବସ୍ଥାନ ଏବଂ ପଥ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଷୟବସ୍ତୁ ଉପରେ କହିଲେ ବିଶ୍ୱରେ … Read more

କ୍ୟାପିଟାଲ ହସ୍ପିଟାଲ ରେ ଡାକ୍ତରଙ୍କୁ ଆକ୍ରମଣ କଲେ ରୋଗୀଙ୍କ ସମ୍ପର୍କୀୟ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ଶୁକ୍ରବାର ଅପରାହ୍ନରେ ଚିକିତ୍ସା ନମିଳିବାରୁ ରୋଗୀଙ୍କ ସହିତ ଆସିଥିବା ଜଣେ ସମ୍ପର୍କୀୟ ଡାକ୍ତରଙ୍କ ସହିତ ଆଟେଣ୍ଡାଣ୍ଟଙ୍କୁ ଆକ୍ରମଣ କରିଛନ୍ତି ।ସୂଚନାମୁତାବକ, ଅର୍ଥୋପେଡ଼ିକ ଡାକ୍ତରଙ୍କୁ ଦେଖାଇବାକୁ ଆସିଥିଲେ ଜଣେ ରୋଗୀ ହେଲେ ସମୟ ହୋଇଯାଇଥିବାରୁ ଡାକ୍ତର ତାଙ୍କୁ କାଜୁଆଲିଟି ଯିବାକୁ କହିଥିଲେ । ଯାହା ଫଳରେ ଚିକିତ୍ସା ନପାଇବାରୁ ଉତ୍ତେଜିତ ହୋଇ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ ଉକ୍ତ ରୋଗୀଙ୍କ ସହିତ ଆସିଥିବା ତାଙ୍କର ସମ୍ପର୍କୀୟ। ରୋଗୀଙ୍କ ଆକ୍ରମଣରେ ଡାକ୍ତରଙ୍କ … Read more

ନବୀନ ନିବାସ ରେ ନବୀନ ଙ୍କୁ ଭେଟିଲେ ଅଖିଳେଶ ଯାଦବ

ଭୁବନେଶ୍ୱର: ଶୁକ୍ରବାର ଦିନ ଅପରାହ୍ନରେ ନବୀନ ନିବାସରେ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଅଖିଳେଶ ଯାଦବ। ଉଭୟ ନେତାଙ୍କ ମଧ୍ୟରେ ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଦୀର୍ଘ ସମୟ ଆଲୋଚନା ହୋଇଛି ।ସମାଜବାଦୀ ଦଳର ସଭାପତି ଅଖିଳେଶ ଯାଦବ କହିଛନ୍ତି, “ଆଦରଣୀୟ ନବୀନ ପଟ୍ଟନାୟକ ଦେଶର ଜଣେ ବରିଷ୍ଠ ନେତା । ଓଡ଼ିଶାର ବିକାଶରେ ନବୀନ ବାବୁ ଓ ତାଙ୍କ ବାପାଙ୍କର ବଡ଼ ଭୂମିକା ରହିଛି । । ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରିବା … Read more