ଛାତ୍ରୀ ନିବାସରୁ ୩ ନିଖୋଜ ଛାତ୍ରୀ ଉଦ୍ଧାର
ସମ୍ବଲପୁର: ବାମରା ବ୍ଲକ୍ ସଦର ମହକୁମାସ୍ଥିତ ବାମରା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସରୁ ନିଖୋଜ ହୋଇଯାଇଥିବା ୩ ଜଣ ଛାତ୍ରୀ ଉଦ୍ଧାର ହୋଇଛନ୍ତି । କୁଚିଣ୍ଡାରୁ ଆଜି ସକାଳ ପ୍ରାୟ ୮ଟାରୁ ୮ଟା ୩୦ ମିନିଟ୍ ସମୟରେ ଉଦ୍ଧାର କରାଯାଇଥିଲା । ଆଜି ସେମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟରେ ହାଜର କରାଯିବ । କାହିଁକି ଏବଂ କେଉଁ ପରିସ୍ଥିତିରେ ସେମାନେ ହଷ୍ଟେଲ ଛାଡ଼ି ଚାଲିାଯାଇଥିଲେ ସେନେଇ ପଚରାଉଚରା କରାଯିବ ।ସୂଚନାଥାଉ କି, ଗତକାଲି … Read more