କୋଟାରେ ଓଡ଼ିଆ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ
ଭୁବନେଶ୍ୱର: ରାଜସ୍ଥାନ କୋଟାରେ ନିଟ୍ କୋଚିଂ ନେଉଥିଲେ ମୃତ ଛାତ୍ର। ସଂପୃକ୍ତ ଛାତ୍ର ଗଞ୍ଜାମ ଜିଲ୍ଲା ଜରଡା ଥାନା ଅଭୟପୁରର ରୋଶନ କୁମାର ପାତ୍ର । ସେ ମାତ୍ର ୪ ମାସ ତଳେ କୋଚିଂ ନେବାକୁ ରାଜସ୍ଥାନର କୋଟା ଯାଇଥିଲେ। ନିଜର ଜଣେ ସମ୍ପର୍କୀୟ ଭାଇଙ୍କ ସହ କୋଟାରେ ଗୋଟିଏ ରୁମରେ ରହୁଥିଲେ । ରାତିରେ ଉଭୟ ଖାଦ୍ୟ ଖାଇଥିଲେ ଏବଂ ସକାଳେ ମଧ୍ୟ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା । ଏହାପରେ ସମ୍ପର୍କୀୟ ଭାଇ କୋଚିଂ … Read more