ବିକ୍ରମ ପଣ୍ଡାଙ୍କ ପାଇଁ ଲଢ଼ିବେ ୪୦ରୁ ଅଧିକ ଓକିଲ
ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କ ପାଇଁ ଲଢ଼ିବେ ୪୦ରୁ ଅଧିକ ଓକିଲ । ୪୪ ଜଣ ଓକିଲ କୋର୍ଟରେ ଓକିଲାତିନାମା ଦାଖଲ କରିଥିବା ସୂଚନା ମିଳିଛି । ସେପଟେ ଅନ୍ୟତମ ଅଭିଯୁକ୍ତ ସୁଦର୍ଶନ ଜେନାଙ୍କୁ ପଚରାଉଚରା ପରେ ଛାଡ଼ି ଦେଇଛି ପୋଲିସ । ଗତକାଲି ସେ ଥାନାରେ ଆତ୍ମସମର୍ପଣ କରିଥିଲେ । ତେବେ ଅନ୍ୟ ଏକ ତାରିଖରେ ହାଜର ହେବା ପାଇଁ ତାଙ୍କୁ ନୋଟିସ ଜାରି ହୋଇଥିବା ଜଣେ ପଦସ୍ଥ ପୋଲିସ ଅଧିକାରୀ … Read more