December 6, 2025 2:02 pm

ବ୍ରହ୍ମପୁର କଲେଜରେ ଏସସିବି ମେଡିକାଲର ଛାତ୍ରଛାତ୍ରୀଙ୍କୁ ମାଡ଼ମାରିବା ଅଭିଯୋଗ

କଟକ: ବ୍ରହ୍ମପୁର ମେଡିକାଲ କଲେଜରେ କଟକ ବଡ଼ ମେଡିକାଲର ଡାକ୍ତର ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଗତକାଲି ବ୍ରହ୍ମପୁର ମେଡିକାଲ କଲେଜରେ ଆୟୋଜିତ ଡ୍ୟୁଟି ମିଟ୍ କାର୍ଯ୍ୟକ୍ରମରେ ଯୋଗଦେବାକୁ କଟକ ବଡ଼ ମେଡିକାଲ ୧୧୦ ଡାକ୍ତରୀ ଛାତ୍ରଛାତ୍ରୀ ଯାଇଥିଲେ । ହେଲେ ସେଠାରେ ସ୍ବାଗତ ନାଁରେ ସେମାନଙ୍କୁ ମାଡ଼ ମାରି ଲହୁ ଲୁହାଣ କରାଯାଇଥିବା ଅଭିଯୋଗ ହୋଇଛି । ଯେଉଁ ବସ୍‌ରେ ପିଲାମାନେ ଯାଇଥିଲେ ସେ ବସ୍ ଭାଙ୍ଗି ଦେଇଛନ୍ତି ଏମ୍‌କେସିଜି ଛାତ୍ରଛାତ୍ରୀ । … Read more

ଚନ୍ଦକା ଥାନାରୁ ଫେରାର ହେଇଗଲା ଚୋର

ଭୁବନେଶ୍ୱର: ଚନ୍ଦକା ଥାନାରୁ ଫେରାର ହେଇଗଲା ଚୋର। କନେଷ୍ଟବଳଙ୍କୁ ଧକ୍କା ଦେଇ କାଲି ଚନ୍ଦକା ଥାନାରୁ ଚମ୍ପଟ ମାରିଛି ଚୋର। ଅଭିଯୁକ୍ତ ଜଣକ ହେଉଛି ପଶ୍ଚିମବଙ୍ଗର ରାଜା । ଫୋନ ଚୋରି ଅଭିଯୋଗରେ ତାକୁ ଗିରଫ କରାଯାଇଥିଲା । କଟକ ଚୌଦ୍ବାର ପରେ ଏବେ ଚନ୍ଦକା ଥାନାରେ ଘଟିଛି ଘଟଣା । ଖବର ଅନୁସାରେ ଗତମାସ ୨୮ ତାରିଖ ରାତିରେ ଏକ ଆଇଫୋନ ଚୋରି ହୋଇଥିଲା । ସେହି ଅଭିଯୋଗ ତଦନ୍ତ କରି ୨ ଦିନ ପୂର୍ବେ … Read more

ମୋବାଇଲ ଟାୱାର ଉଡ଼ାଇଲେ ମାଓବାଦୀ

ରାଉରକେଲା: ଗତ କଲି ମଧ୍ୟ ରାତିରେ ସିପିଆଇ ମାଓବାଦୀମାନେ ସରଣ୍ଡା ଜଙ୍ଗଲ ଅଧୀନସ୍ଥ ଛୋଟାନାଗରା ଠାରେ ପୁଣି ଥରେ ଗୋଟିଏ ଏୟାରଟେଲ ମୋବାଇଲ ଟାୱାରକୁ ସମ୍ପୂର୍ଣ୍ଣ ଭାବରେ ପୋଡ଼ି ନଷ୍ଟ କରିଦେଇଛନ୍ତି ମାଓବାଦୀ । ଛୋଟାନାଗରାର ବାହାଡ଼ା ଗାଁରେ ବହୁ ସଂଖ୍ୟକ ସଶସ୍ତ୍ର ମାଓବାଦୀ ପହଞ୍ଚି ଏହି ମୋବାଇଲ ଟାୱାର ଉପକରଣକୁ ନିଆଁ ଲଗାଇ ନଷ୍ଟ କରିଦେଇଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ମୋବାଇଲ ନେଟୱାର୍କ ବିଚ୍ଛିନ୍ନ ହୋଇଯାଇଛି। ଏହାଛଡ଼ା ମାଓବାଦୀମାନେ ମୋବାଇଲ ଟାୱାର ଚାରିପାଖରେ ମାଓ … Read more

‘ଭୋଟ ଚୋରି’ ଅଭିଯୋଗ ଉପରେ ରୁଜୁ ଜନସ୍ୱାର୍ଥ ମାମଲା ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ଦ୍ୱାରା ଆଗତ ‘ଭୋଟ ଚୋରି’ ଅଭିଯୋଗର ତଦନ୍ତ ନିମନ୍ତେ ରୁଜୁ ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଅଗ୍ରାହ୍ୟ ହୋଇଯାଇଛି। କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏପରି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶର ଦେବାର ଅଧିକାର ନ୍ୟାୟପାଳିକାଙ୍କର ନାହିଁ, ବରଂ ଏହା ନିର୍ବାଚନ କମିଶନ (ଇସି)ଙ୍କ ଅଧିକାର କ୍ଷେତ୍ରର ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆଡଭୋକେଟ ରୋହିତ ପାଣ୍ଡେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଥିଲେ। ଏହି ଆବେଦନରେ ଗତ ଲୋକସଭା ନିର୍ବାଚନ କାଳରେ … Read more

ପାକିସ୍ତାନକୁ ପାଣ୍ଠି ଦେଲାନି ଆଇଏମ୍ଏଫ୍

ପାକିସ୍ତାନ:ପାକିସ୍ତାନ ଅର୍ଥନୀତିକୁ ଲାଗିଛି ଶକ୍ତ ଝଟ୍‌କା । ପାଣ୍ଠି ସମ୍ପର୍କରେ ଆଲୋଚନା କରିବା ଲାଗି ଆସିଥିବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ପ୍ରତିନିଧି ଦଳ କୌଣସି ଚୁକ୍ତି ସ୍ବାକ୍ଷର ନ କରି ଆମେରିକା ଫେରିଯାଇଛନ୍ତି । ଫଳରେ ପାକିସ୍ତାନକୁ ମିଳିବାକୁ ଥିବା ୧ ବିଲିୟନ୍ ଡଲାର ବର୍ତ୍ତମାନ ସମୟ ପାଇଁ ଅଟକିଯାଇଛି । ଆଲୋଚନା ବେଳେ ଆଇଏମ୍ଏଫ୍ ପ୍ରତିନିଧିମାନେ ପାକିସ୍ତାନର ଖର୍ଚ୍ଚ ଉପରେ ପ୍ରଶ୍ନ ଉଠାଇଥିଲେ । ବିଶେଷ କରି ବଜେଟ୍ ଅର୍ଥର କୁପରିଚାଳନା, ବିଳାସରେ ଖର୍ଚ୍ଚ ଏବଂ … Read more

ବିଜେଡି ର ଅଭିଯୋଗ,ରତ୍ନଭଣ୍ଡାରରୁ ମୂଲ୍ୟବାନ ସାମଗ୍ରୀ ‘ଲୁଟ୍’ କରିଛି ଭାଜପା

ଭୁବନେଶ୍ୱର: ଭାଜପା ସରକାରଙ୍କୁ ପୁରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଓ ମୂଲ୍ୟବାନ ଜିନିଷର ତାଲିକା ତିଆରିରେ ବିଳମ୍ବ ପାଇଁ ଟାର୍ଗେଟ କରିଛି ବିଜେଡି। ବିଜେଡି ଭାଜପା ସରକାର ଉପରେ ରତ୍ନଭଣ୍ଡାରରୁ ମୂଲ୍ୟବାନ ଜିନିଷ ଲୁଟ୍ କରିଥିବା ନେଇ ଅଭିଯୋଗ କରିଛି। ବିଜେଡି ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ କହିଛନ୍ତି, “ଭାଜପା ୨୦୨୪ ବିଧାନସଭା ନିର୍ବାଚନ ପାଇଁ ନିଜ ଇସ୍ତାହାରରେ ରତ୍ନଭଣ୍ଡାରର ମୂଲ୍ୟବାନ ଜିନିଷର ତାଲିକା କରିବାକୁ ପ୍ରତିଶୃତି ଦେଇଥିଲା। ସରକାର ମନ୍ଦିର ଭଣ୍ଡାର ଖୋଲି … Read more