February 26, 2026 8:44 am

ବିସ୍ଫୋରକ ଓ ବନ୍ଧୁକ ତିଆରି କାରଖାନାକୁ ଧ୍ବଂସ 

ମାଲକାନଗିରି: ସୁକମା ଜିଲ୍ଲାର ମେଟାଗୁଡା ଜଙ୍ଗଲରେ ଏକ ବଡଧରଣର ହମଲାକୁ ବିଫଳ କଲେ ଯବାନ ମାନେ । ଜଙ୍ଗଲରେ ନକ୍ସଲ ତିଆରି କରିଥିବା ବନ୍ଧୁକ କାରଖାନା ଚାଲିଥିଲା । ଏହି କାରଖାନାରେ ବାରୁଦ, ବନ୍ଧୁକ ତିଆରି କରିବା ସାମଗ୍ରୀ ସମେତ ବହୁ ବିସ୍ଫୋରକ ଥିଲା ଯାହାକୁ ଜବତ କରିବାରେ ସଫଳ ହୋଇଛନ୍ତି ଯବାନ ମାନେ । ମେଟାଗୁଡା ଅଞ୍ଚଳର ଇରାପଲ୍ଲୀ ଓ କୋଇମେଟା ମଧ୍ୟରେ ଥିବା ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ଯବାନ ମାନେ ଏକ … Read more

ବ୍ରାଉନ ସୁଗାର ଜବତ ବେଳେ ୨ ଗିରଫ

ପୁରୀ: ୨୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁରୀ ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ପୁରୀ ନୀଳଚକ୍ର ନଗରର ସୁକାନ୍ତି ପଣ୍ଡା ଏବଂ ଜଳେଶ୍ବର ଅଞ୍ଚଳର ମହମ୍ମଦ ସାଜଦ୍ । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ପୁରୀ ଏସ୍ପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ପୋଲିସର ଖବର ଅନୁଯାୟୀ, … Read more

କାର୍-ଟ୍ରଲର୍ ଧକ୍କା ରେ : ୭ ଫୁଟବଲ୍ ଖେଳାଳି ଗୁରୁତର

ଭୁବନେଶ୍ୱର: କୋଇଡ଼ା ଖଣି ଅଞ୍ଚଳ ୫୨୦ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । କାର୍ ଦୁର୍ଘଟଣାରେ ୭ ଫୁଟବଲ୍ ଖେଳାଳି ଆହତ ହୋଇଛନ୍ତି । ଫୁଟବଲ୍ ମ୍ୟାଚ୍ ଖେଳି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ରେଙ୍ଗାଲବେଢ଼ା ନିକଟରେ କାର୍ ଓ ଟ୍ରଲର୍  ମଧ୍ୟରେ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୭ ଫୁଟବଲ୍ ଖେଳାଳୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କୋଇଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ … Read more

ସୋନମ ଓ୍ଵାଙ୍ଗଚୁକଙ୍କ ପାକିସ୍ତାନ ଲିଙ୍କଙ୍କୁ ନେଇ ତଦନ୍ତ: ଡିଜିପି

ନୂଆଦିଲ୍ଲୀ: ଏନଏସଏ ଆଧାରରେ ଗିରଫ ହୋଇ ଏବେ ଜେଲରେ ସାମାଜିକ କର୍ମୀ ତଥା ପରିବେଶବିତ ସୋନମ ଓ୍ଵାଙ୍ଗଚୁକ। ଏହା ମଧ୍ୟରେ ଲଦାଖ ଡିଜିପି ଏସଡି ସିଂହ ଜାମୱାଲ ସୋନମ ୱାଙ୍ଗଚୁକଙ୍କ ଗିରଫଦାରୀକୁ ନେଇ ବଡ଼ ବୟାନ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଜାମୱାଲ କହିଛନ୍ତି ଯେ ସେପ୍ଟେମ୍ବର ୨୪ରେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ପୂର୍ବରୁ ପରିବେଶ କର୍ମୀ ଓ୍ଵାଙ୍ଗଚୁକଙ୍କ ଉତ୍ତେଜକ ଭାଷଣ ଦ୍ୱାରା ହିଂସା ସୃଷ୍ଟି ହୋଇଥିଲା।ଜାମୱାଲ କହିଛନ୍ତି ଯେ ତଦନ୍ତକାରୀ ଏଜେନ୍ସି ଓ୍ଵାଙ୍ଗୁଚକଙ୍କ ସମ୍ଭାବ୍ୟ ପାକିସ୍ତାନୀ … Read more

ବିଜୟ ଥାଲାପତିଙ୍କ ଶୋଭାଯାତ୍ରା ରେ ଦଳାଚକଟା:୩୦ଜଣଙ୍କ ମୃତ୍ୟୁ, ୫୦ରୁ ଅଧିକ ଆହତ

ତାମିଲ ଅଭିନେତା ବିଜୟ ଥାଲାପତିଙ୍କ ଟିଭିକେ ଦଳର ନିର୍ବାଚନୀ ରାଲି ରେ ହୋଇଥିବା ଦଳାଚକଟାରେ ୩୦ ରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଜ​‌ଣେ ୯ ବର୍ଷୀୟ ଶିଶୁ ନିଖୋଜ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କରୁର ଜିଲାପାଳ ଏବଂ ଅନ୍ୟ ବରିଷ୍ଟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶନିବାର କରୁର ଜିଲ୍ଲାରେ ବିଜୟଙ୍କ ନିର୍ବାଚନୀ … Read more