ନେପାଳରେ ଫସିଛନ୍ତି ୨୩ ଓଡ଼ିଆ ପର୍ଯ୍ୟଟକ
ଭୁବନେଶ୍ୱର: ନେପାଳରେ ଫସିଛନ୍ତି ଯାଜପୁରର ୨୩ ପର୍ଯ୍ୟଟକ । ନେପାଳରେ ଏବେ ବିସ୍ଫୋରକ ସ୍ଥିତି ଉପୁଜିଛି । ଜେନ-ଜିଙ୍କ ହିଂସାତ୍ମକ ଆନ୍ଦୋଳନ ଏବେ ଭୟଙ୍କର ରୂପ ନେଉଛି । ନେପାଳର ପଶୁପତିନାଥ ଦର୍ଶନ କରିବା ପାଇଁ ଯାଇଥିବା ୨୩ଜଣ ଯାଜପୁର ଅଞ୍ଚଳର ତୀର୍ଥଯାତ୍ରୀ ଫସି ରହିଛନ୍ତି । ୨ ଦିନ ହେଲା ସେମାନେ କାଠମାଣ୍ଡୁର ଏକ ହୋଟେଲରେ ଅଟକିଛନ୍ତି । ସେମାନଙ୍କ ସହ ଚୁକ୍ତି କରିଥିବା ଟ୍ରାଭେଲ୍ସ ସଂସ୍ଥା ମଧ୍ୟ କେଉଁଆଡ଼େ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ … Read more