December 6, 2025 6:50 pm

ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର କୋମାରେ

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଛି। ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରୁ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ସେ କୋମାରେ ଥିବା ନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ସେ କୋମାରେ ଥିବାବେଳେ ଚିକିତ୍ସା ପରେ ଧିରେ ଧିରେ ସୁସ୍ଥ ହୋଇଯିବେ ବୋଲି ଆଶା କରିଛନ୍ତି ଡାକ୍ତର। ସୂଚନା ଅନୁସରେ, ଲିଭର ଜନିତ ସମସ୍ୟାରେ ସେ ପୀଡିତ ଥିଲେ। ଗତ ସପ୍ତାହରୁ କଟକର … Read more

ଦିନ ଦ୍ୱିପ୍ରହରରେ ରାଜଧାନୀର ୮ଟି ଫ୍ଲାଟରେ ଚୋରି

ଭୁବନେଶ୍ୱର: କମିଶନରେଟ୍ ପୋଲିସର ଚିନ୍ତା ବଢ଼ାଇଛନ୍ତି ଲୁଟେରା ଗ୍ୟାଙ୍ଗ । ଦିନ ଦ୍ୱିପ୍ରହରରେ ରାଜଧାନୀର ୮ଟି ଫ୍ଲାଟରେ କଳା କନା ବୁଲାଇଛନ୍ତି ଲୁଟେରା । ଯାହା ଏବେ ପୋଲିସ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି । ଚନ୍ଦକା ଥାନା ଅଞ୍ଚଳରେ ଏକ ଆପାର୍ଟମେଣ୍ଟରୁ ୮ଟି ଫ୍ଲାଟରୁ ସିରିଜ୍ ଚୋରି ହୋଇଛି । ତିନୋଟି ଫ୍ଲାଟରେ ଚୋରମାନେ ଚୋରି କରିପାରି ନଥିବାବେଳେ ଅନ୍ୟ ୫ଟି ଫ୍ଲାଟରୁ ଟଙ୍କା ଓ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି … Read more

ଓଡିଶା ବାହାରେ ଥିବା ମହାପ୍ରଭୁଙ୍କ ଭୂସମ୍ପତ୍ତି ଫେରିବ, ଆଇନ ମନ୍ତ୍ରୀଙ୍କ ପ୍ରତିଶୃତି

ଭୁବନେଶ୍ୱର: ମହାପ୍ରଭୁଙ୍କ ଭୂସମ୍ପତ୍ତି ଫେରାଇ ଆଣିବାକୁ ସରକାରଙ୍କ ପ୍ରକ୍ରିୟା ଆରମ୍ଭ। ରାଜ୍ୟ ଓ ରାଜ୍ୟ ବାହାରେ ଥିବା ସଂପତ୍ତି ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ। ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମହାପ୍ରଭୁଙ୍କର ୫୮ ହଜାର ଏକର ଜମି ରାଜ୍ୟ ଓ ରାଜ୍ୟ ବାହାରେ ଅଛି । ସେଥିମଧ୍ୟରୁ ୩୬ରୁ ୩୭ ହଜାର ଏକର ଜମିର କାଗଜ ପ୍ରସ୍ତୁତ କରିସାରିଛୁ । ବାକି ଜମିର କାଗଜପତ୍ର ପ୍ରସ୍ତୁତ କରିବାର ପ୍ରକ୍ରିୟା ଜାରି ରହିଛି । ସରକାର … Read more

କୋଚିଂ ପ୍ରତିଷ୍ଠାନରେ ଲାଗୁ ହେବ ନୂଆ ନିୟମ

ଜୟପୁର: ରାଜସ୍ଥାନର କୋଚିଂ ପ୍ରତିଷ୍ଠାନରେ ଏବେ ଲାଗୁ ହେବ ନୂଆ ନିୟମ । ଏବେ ଶହେରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିବା କୋଚିଂ ପ୍ରତିଷ୍ଠାନଗୁଡ଼ିକ ପାଇଁ ପଞ୍ଜୀକରଣ କରିବା ବାଧ୍ୟତାମୂଳକ ହେବ। ଏଥିପାଇଁ କଲେକ୍ଟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରରେ ଏକ କମିଟି ଗଠନ କରାଯିବ, ଯେଉଁଥିରେ ପୋଲିସ ଅଧୀକ୍ଷକ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏବଂ ସହରାଞ୍ଚଳ ସଂସ୍ଥାର କମିଶନର ରହିବେ। କୋଚିଂ ପ୍ରତିଷ୍ଠାନଗୁଡ଼ିକର ତଦାରଖ ପାଇଁ ରାଜସ୍ଥାନ କୋଚିଂ ପ୍ରାଧିକରଣ ଗଠନ କରାଯିବ, ଯାହାର … Read more

ଆସିଲା GST 2.0,12 ପ୍ରତିଶତ ଏବଂ 28 ପ୍ରତିଶତ ସ୍ଲାବ୍ ସମାପ୍ତ।

ନୂଆଦିଲ୍ଲୀ: ଜିଏସଟି ପରିଷଦର ୫୬ତମ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜିଏସଟି ସ୍ଲାବକୁ ତିନିରୁ ହ୍ରାସ କରି ଦୁଇଟି କରାଯାଇଛି। ଏବେ କେବଳ ୫% ଏବଂ ୧୮% ସ୍ଲାବ ରହିବ। ୨୮% ସ୍ଲାବକୁ ପୂରାପୂରି ହଟାଇ ଦିଆଯାଇଛି। ଏହା ସହିତ ବିଲାସପୂର୍ଣ୍ଣ ଓ ତମାଖୁ ଦ୍ରବ୍ୟ ପାଇଁ ଏକ ସ୍ୱତନ୍ତ୍ର ୪୦% ସ୍ଲାବ ରଖାଯାଇଛି। ଏହି ନୂଆ ହାର ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ … Read more

ଶିକ୍ଷୟିତ୍ରୀଙ୍କ ମାଡ଼ରେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କ ଆଖି ରେ ଆଘାତ

ଭୁବନେଶ୍ୱର: ଗଣିତ ପ୍ରଶ୍ନ ର ଉତ୍ତର ଦେଇ ନ ପାରିବାରୁ ଶିକ୍ଷୟତ୍ରୀଙ୍କ କ୍ରୋଧର ଶୀକାର ହୋଇଛନ୍ତି ଜଣେ ଛାତ୍ରୀ । ଶିକ୍ଷୟତ୍ରୀ ଜଣକ ଛାତ୍ରୀଙ୍କୁ ମାଡ଼ ମାରି ଆଖି ପତା ଫଟାଇ ଦେଇଛନ୍ତି । ଭୁବନେଶ୍ୱର ଡୁମଡୁମା ଫେଜ୍‌-୨ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁଙ୍କ ନାମରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଅଭିଭାବକ । ଅଭିଯୋଗ ମୁତାବକ, ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁ ବୁଧବାର ଚତୁର୍ଥ ଶ୍ରେଣୀରେ ଗଣିତ ପଢ଼ାଉଥିଲେ । ଏହି ସମୟରେ ଜଣେ … Read more