ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନର ଲୋକ ରହିପାରିବେ ଭାରତରେ, କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି
ନୂଆଦିଲ୍ଲୀ: ଧାର୍ମିକ ଉତ୍ପୀଡନରୁ ବଞ୍ଚିବା ପାଇଁ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ୨୦୨୪ ଡିସେମ୍ବର ୩୧ ପର୍ଯ୍ୟନ୍ତ ଭାରତ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସି ଓ ଖ୍ରୀଷ୍ଟିୟାନ ସମୁଦାୟର ସଦସ୍ୟଙ୍କୁ ପାସପୋର୍ଟ କିମ୍ବା ଅନ୍ୟ ଦସ୍ତାବିଜ ବିନା ମଧ୍ୟ ଦେଶରେ ରହିବାକୁ ଅନୁମତି ଦିଆଯିବ । ଗତ ବର୍ଷ ଲାଗୁ ହୋଇଥିବା ନାଗରିକ ସଂଶୋଧନ ଅଧିନିୟମ(ସିଏଏ) ଅନୁଯାୟୀ, ୨୦୧୪ ଡିସେମ୍ବର ୩୧ କିମ୍ବା ତା ପୂର୍ବରୁ ଭାରତ ଆସିଥିବା ଉତ୍ପୀଡିତ ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକତା … Read more