ଏଥର ଦୁର୍ଗାପୂଜା ଭସାଣି ହେବ ପାରମ୍ପରିକ ରୀତିନୀତିରେ
ଭୁବନେଶ୍ୱର: ଏଇ ବର୍ଷ ରୀତିନୀତିରେ ହେବ ଦୁର୍ଗାପୂଜା ଭସାଣି । ଚଳିତ ବର୍ଷ ଦୁର୍ଗା ପୂଜା ଭସାଣିରେ ଡିଜେ ବାଜିବନି। ଭସାଣିରେ ଲେଜର ଲାଇଟ୍ ଓ ବାଣ ଫୁଟାଇବାକୁ ବି ମନା। ଏହି ସବୁ ଉପରେ ଲାଗିଲା କଟକଣା। ଚଳିତ ବର୍ଷ ଦୁର୍ଗାପୂଜାକୁ ନେଇ ପୋଲିସ ସେବା ଭବନରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେବଳ ପାରମ୍ପରିକ ବାଜାରେ ହେବ ମା’ଙ୍କ ଭସାଣି। ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକରେ ନିଆଯାଇଛି ଏପରି ନିଷ୍ପତ୍ତି। ଏହି … Read more