December 6, 2025 10:44 am

ପିନାକୀ ମିଶ୍ରଙ୍କ ନାମ ରେ ଅଭିଯୋଗ,ତଦନ୍ତ ଆରମ୍ଭ କଲା ଗୃହ ମନ୍ତ୍ରଣାଳୟ ଓ ଇଡି

ପିନାକୀ ମିଶ୍ରଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଅର୍ଥ ହେରଫେର, ସଂସଦରେ ଦେଶ ସୁରକ୍ଷା ଓ ରୁଷ ବିରୋଧୀ ପ୍ରଶ୍ନ ପଚାରିବା ଭଳି ଅଭିଯୋଗ ଆସିଛି । ଆର୍ଥିକ ହେରଫେର, ମନି ଲଣ୍ଡରିଂ ଭଳି ସଙ୍ଗୀନ ଅଭିଯୋଗ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।ସଂସଦରେ ଦେଶ ସୁରକ୍ଷାର ଗୁପ୍ତ ତଥ୍ୟ ନେଇ ପ୍ରଶ୍ନ ପଚାରିବା ଅଭିଯୋଗ ହୋଇଛି। ସନ୍ଦେହଜନକ ସମ୍ପତ୍ତି କାରବାର, ଟ୍ରଷ୍ଟ ନାଁରେ ବିଦେଶରୁ ଟଙ୍କା ଆଣିବା , ନ୍ୟୁକ୍ଲିୟର ବୁଡ଼ା ଜାହାଜ, ମିଶାଇଲ … Read more

କଟକ ରେଳ ଷ୍ଟେସନରେ ଅଘଟଣ, ଭୁଶୁଡ଼ିଲା ପ୍ଲାଟଫର୍ମର ଛାତ

କଟକ ରେଳ ଷ୍ଟେସନରେ ଅଘଟଣ। ଭୁଶୁଡ଼ିଲା ପ୍ଲାଟଫର୍ମର ଛାତ। ନବୀକରଣ କାମ ଚାଲୁଥିବା ବେଳେ ଭୁଶୁଡ଼ି ପଡ଼ିଲା ଛାତ। ପ୍ଲାଟଫର୍ମ-୧ ଓ ୨ ରେ ଭୁଶୁଡ଼ିଲା ନିର୍ମାଣାଧୀନ ଛାତ। ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଛାତ ଭୁଶୁଡ଼ିଥିବା ସୂଚନା ମିଳିଛି। ରେଳ ଧାରଣା ଉପରେ ପଡ଼ିଛି ଭୁଶୁଡ଼ି ପଡ଼ିଥିବା ଛାତ। ଯାହା ଯୋଗୁଁ କିଛି ଟ୍ରେନର ଯାତାୟତ ମଧ୍ୟ ବିଳମ୍ୱିତ ହେଉଥିବା ସୂଚନା ମିଳିଛି।ଉପର ସେଡର କିଛି ଅଂଶ ମଧ୍ୟ ଟ୍ରାକ୍ ଉପରେ ପଡ଼ି ରହିଛି। ହେଲେ … Read more

ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଆସିଷ୍ଟାଣ୍ଟ କମିସନର

ଭୁବନେଶ୍ୱର: ରାଜ୍ୟ ଟିକସ ବିଭାଗର ସହକାରୀ କମିସନର ସରିତା ବାରିକ ୨୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭୁବନେଶ୍ୱର-IV ସର୍କଲରେ କାର୍ଯ୍ୟରତ ସରିତା ଜଣେ ବେକେରି ମାଲିକଙ୍କଠାରୁ ୨୦୨୦-୨୧ ଆର୍ଥିକ ବର୍ଷରେ ଇନପୁଟ ଟ୍ୟାକ୍ସ କ୍ରେଡିଟ (ITC) ପ୍ରତ୍ୟାବର୍ତ୍ତନ ଏବଂ ଜରିମାନା ମାଫ କରିବା ପାଇଁ ଏହି ଲାଞ୍ଚ ମାଗିଥିଲେ। ବେକେରି ମାଲିକଙ୍କୁ ସରିତା ୨,୨୭,୧୪୭ ଟଙ୍କାର ଜରିମାନା ଓ ଟିକସ ପରିଶୋଧ ପାଇଁ ନୋଟିସ ଜାରି କରିଥିଲେ। ଏହା ଜାଣି … Read more

ବଦଳିଲେ ୯ ବରିଷ୍ଠ ଓଏଏସ ଅଧିକାରୀ

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା ର ନଅ ଜଣ ବରିଷ୍ଠ ଅଧିକାରୀଙ୍କୁ ମଙ୍ଗଳବାର ଦିନ ବଦଳି କରାଯାଇଛି। ସେମାନଙ୍କୁ ନୂତନ ନିଯୁକ୍ତି ଦିଆଯିବା ନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।ଗଙ୍ଗାଧର ନାୟକଙ୍କୁ ଗୃହ ନିର୍ଦ୍ଦେଶକ ଏବଂ ଗୃହ ଏବଂ ନଗର ଉନ୍ନୟନ (H&UD) ବିଭାଗର ନିର୍ଦ୍ଦେଶକ, ସ୍ୱତନ୍ତ୍ର ସଚିବ ଭାବରେ ନିଯୁକ୍ତି ଦିଆଯାଇଛି। ସେ ଭୁବନେଶ୍ୱରରେ ଓଡ଼ିଶା ସହରାଞ୍ଚଳ ଗୃହ ବୋର୍ଡ (OUHB) ଏବଂ ଓଡ଼ିଶା ଗ୍ରାମୀଣ ଗୃହ ଏବଂ … Read more

ପ୍ରବଳ ବର୍ଷା ଯୋଗୁ ବୈଷ୍ଣୋ ଦେବୀ ରାସ୍ତା ରେ ଭୂସ୍ଖଳନ: ୫ ମୃତ

ଜମ୍ମୁ: ଭୂସ୍ଖଳନ ଯୋଗୁ ଜମ୍ମୁ-କଶ୍ମୀରର ରୈସି ଜିଲ୍ଲାରୁ ଆରମ୍ଭ ହେଉଥିବା ବୈଷ୍ଣୋ ଦେବୀ ଯାତ୍ରାକୁ ଅସ୍ଥାୟୀ ରୂପେ ବନ୍ଦ କରି ଦିଆଯାଇଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଇନ୍ଦରପ୍ରସ୍ଥ ଭୋଜନାଳୟ ନିକଟରେ ମଙ୍ଗଳ ବାର ଦିନ ବଡ଼ଧରଣର ଭୂସ୍ଖଳନ ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୪ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟରେ ଆର୍ମି ଠାରୁ ଆରମ୍ଭ କରି ସ୍ଥାନୀୟ ଅଧିକାରୀମାନେ ନିୟୋଜିତ ହୋଇଛନ୍ତି। ଅନ୍ୟମାନଙ୍କୁ ସୁରକ୍ଷିତ … Read more