December 6, 2025 10:45 am

ଦିଲ୍ଲୀରେ ହସ୍ପିଟାଲ ନିର୍ମାଣ ଦୁର୍ନୀତି: ପୂର୍ବ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କ ଘରେ ପଶିଲା ଇଡି

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ନେତା ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କ ୧୩ଟି ସ୍ଥାନରେ ଇଡି ଚଢ଼ାଉ କରିଛି । ଆପ୍ ସରକାରଙ୍କ ସମୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସହ ଜଡ଼ିତ ପ୍ରକଳ୍ପରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ହୋଇଥିଲା । ଏ ନେଇ ଦିଲ୍ଲୀର ଦୁର୍ନୀତି ନିବାରଣ ଶାଖା (ACB) ଗତ ଜୁନରେ ପୂର୍ବତନ ମନ୍ତ୍ରୀ ସୌରଭ ଭରଦ୍ୱାଜ ଓ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହି ମାମଲାରେ ଇଡି ଜୁଲାଇ ମାସରେ … Read more

ସରକାରୀ ହସ୍ପିଟାଲ ଛାତରୁ ଡେଇଁ ରୋଗୀ ମୃତ

ସୁନ୍ଦରଗଡ଼: ସରକାରୀ ମେଡିକାଲ କଲେଜ ହସ୍ପିଟାଲର ୩ ମହଲା ଛାତରୁ ଡେଇଁ ଜୀବନ ହାରିଲେ ଯୁବକ। ମୃତକ ମାନସିକ ଅନଗ୍ରସର ଥିବା ଖବର ମିଳିଛି। ରବିବାର ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଯୁବକ। ମିଳିଥିବା ଖବର ଅନୁଯାୟୀ, ଗତ ରବିବାର ଦିନ ଅପସ୍ମାର ରୋଗରେ ପୀଡ଼ିତ ହୋଇ ଯୁବକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ସେ ଡାକ୍ତରଖାନାରୁ ଘରକୁ ଯାଇଥାନ୍ତେ। କିନ୍ତୁ ସକାଳୁ ସେ ତା ମାଆକୁ ଘରକୁ ଯିବାପାଇଁ ଜିଦି କରି ଥିଲେ। ଘରକୁ … Read more

ଆନ୍ଦୋଳନ ସ୍ଥଗିତ,ଆଜିଠୁ କାର୍ଯ୍ୟରେ ଯୋଗଦେବେ ରାଜସ୍ଵ ଅମଲା ସଂଘ କର୍ମଚାରୀ

ଭୁବନେଶ୍ୱର: ଆନ୍ଦୋଳନ ସ୍ଥଗିତ ରଖିଲା ରାଜସ୍ଵ ଅମଲା ସଂଘ । ସରକାରଙ୍କ ପ୍ରତିଶୃତି ପରେ ହଟିଲା ଆନ୍ଦୋଳନ। ୧୫ ଦିନ ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ଆଜିଠୁ କାର୍ଯ୍ୟରେ ଯୋଗଦେବେ ଅମଲା କର୍ମଚାରୀ । ବନ୍ୟା ସ୍ଥିତି ଓ ପାର୍ବଣକୁ ଦୃଷ୍ଟିରେ ରଖି ଆନ୍ଦୋଳନ ସ୍ଥଗିତ ରଖାଯାଇଛି । ଗତକାଲି ମୁଖ୍ୟ ସଚିବଙ୍କ ସହ ଆଲୋଚନା ହୋଇଥିଲା। ଏଥିସହ ବନ୍ୟାସ୍ଥିତି ଓ ପାର୍ବଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି। ଗତ ୧୫ ଦିନ ହେବ ୧୦ ଦଫା … Read more

ଜନସେବା କ୍ଷେତ୍ରରେ ଆସିବ ପରିବର୍ତ୍ତନ, ‘ଆମ ଶାସନ’ର ହେଲା ଶୁଭାରମ୍ଭ

ଭୁବନେଶ୍ୱର: ଆଜିଠୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ବିଜେଡି ସରକାର ଅମଳରେ ଯେପରି ୫ଟି-ମୋ ସରକାର ଚାଲିଥିଲା ସେହିପରି ଢାଞ୍ଚାରେ ଏହି ‘ଆମ ଶାସନ’ କାର୍ଯ୍ୟକାରୀ ହେବ। ଲୋକଙ୍କ ଅଭିଯୋଗ ଶୁଣିବେ ଖୋଦ୍ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ। ଏଥିରେ ୫-ଟି ଅଧ୍ୟକ୍ଷ କି ସଚିବ ଭଳି ପଦବି ରହିବେନି। ଏଥିରେ ପ୍ରାୟ ୨୦ଟି ବିଭାଗର ୧୫୦ରୁ ଅଧିକ ସେବା ଉପଲବ୍ଧ ହେବ। ଏବେ ୮ଟି ବିଭାଗର ୧୬ଟି ସେବା ଉପଲବ୍ଧ ହେବ। ଏହି ବ୍ୟବସ୍ଥା … Read more

ବିଜେଡି ପାର୍ଟି ଫଣ୍ଡ ପାଇଁ ଯାଇପାରେ ନବୀନଙ୍କ ଜୀବନ: ସରୋଜ ପାଢ଼ୀ

ଭୁବନେଶ୍ୱର: ବିଜେଡ଼ିରେ ଦଳୀୟ କନ୍ଦଳ ବଢିଚାଲିଛି । ଦଳର ବହୁ ବରିଷ୍ଠ ନେତା ଖୋଲାଖୋଲି ଭାବେ ପାଣ୍ଡିଆନଙ୍କ ଉପସ୍ଥିତିକୁ ନେଇ ଅସନ୍ତୋଷ ଜାହିର କରୁଛନ୍ତି । ଏହିଭଳି ସମୟ ରେ ବିଜେପି ବିଧାୟକ ସରୋଜ ପାଢ଼ୀ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ସରୋଜ ପାଢ଼ୀ କହିଛନ୍ତି, ପାର୍ଟି ଫଣ୍ଡ ହଡ଼ପ କରିବା ଲାଗି ନବୀନଙ୍କ ପାଖରେ ଛାଇ ଭଳି ରହୁଛନ୍ତି ପାଣ୍ଡିଆନ । ପାର୍ଟି ଫଣ୍ଡ ପାଇଁ କେତେବେଳେ ନବୀନ ପଟ୍ଟନାୟକଙ୍କର କଣ ହେବ କେହି … Read more