December 6, 2025 1:03 pm

ସେପ୍ଟେମ୍ବର ୧୫ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ..

ପୁରୀ: ଶ୍ରୀମନ୍ଦିରରେ ଲାଗୁ ହେବ ଧାଡ଼ି ଦର୍ଶନ । ଆସନ୍ତା ସେପ୍ଟେମ୍ବର ୧୫ରୁ ଧାଡି ଦର୍ଶନ ଆରମ୍ଭ ହେବାକୁ ଥିବା ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମ୍ୟାନେଜିଙ୍ଗ କମିଟି ଗଠନ ପରେ ଏହାକୁ କାର୍ଯ୍ୟକାରୀ କରାଯିବ। ଖୁବଶୀଘ୍ର ଏସବୁ ନିଷ୍ପତି କାର୍ଯ୍ୟକାରୀ କରାଯିବ । ବାରମ୍ବାର ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ନେଇ ତାରିଖ ଘୁଞ୍ଚି ଚାଲିଛି । ଭକ୍ତ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିପାରୁ ନାହାନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନେକ … Read more

ଶିକ୍ଷକଙ୍କ ଦାୟିତ୍ୱହୀନତା, ସାରା ରାତି ବିଦ୍ୟାଳୟରେ ରହିଲା ଦ୍ଵିତୀୟ ଶ୍ରେଣୀ ଛାତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ବିଦ୍ୟାଳୟରେ ଦେଖଦେଇଥିଲା ଏକ ଅଭାବନୀୟ ଘଟଣା । ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ବିଦ୍ୟାଳୟର ଅନ୍ଧାର କୋଠରୀ ଭିତରେ ରାତି କାଟିଥିଲା । ଶେଷରେ ଆସିବାକୁ ଚେଷ୍ଟା କରିବା ବେଳେ ଝରକାରେ ଫସି ରାତି ସାରା ଝୁଲି ରହିଥିଲା ।ମିଳିଥିବା ଖବର ମୁତାବକ, ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ବିଦ୍ୟାଳୟ ଛୁଟି ହେବା ପରେ ଜଣେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ ସ୍କୁଲ ଭିତରେ ରହିଯାଇଥିଲା । ଶିକ୍ଷକମାନେ … Read more

ଆୟ ବହିର୍ଭୂତ ସମ୍ପତି ଠୁଳ କରି ଫସିଲେ କଟକ CDMOର ସିନିୟର୍ ଆସିଷ୍ଟାଣ୍ଟ

କଟକ: କଟକ ଚୌଦ୍ୱାର ସିଡିଏମଓର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଭିଜିଲାନ୍ସ ସ୍କାନର୍‌ରେ ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀ । ସାହାଣୀଙ୍କ ପ୍ରଧାନିଆ ଫାର୍ମ ହାଉସ୍, ଘର ଓ ଅଫିସ୍ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ ଜଣିଆ ଟିମ୍‌ର ଚଢାଉ ଜାରି ରହିଛି । କିଶୋର … Read more

ବିଏସଇ ଓ ସିଏଚଏସଇ ର ହବ ମିଶ୍ରଣ

ଭୁବନେଶ୍ୱର: ଓଡ଼ିଶାର ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି। ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ଓ କାଉନସିଲ ଅଫ ହାୟର ସେକେଣ୍ଡାରୀ ଏଜୁକେସନ କୁ ଏକ ବୋର୍ଡରେ ମିଶାଇବାକୁ ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓଡ଼ିଶାର ଏକ ସମୀକ୍ଷା ବୈଠକରେ ନିଆଯାଇଛି। ଏହି ମିଳନ ଦ୍ୱାରା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରିଚାଳନା ଓ ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ … Read more

ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ଵର: ରାଜ୍ୟ ସରକାର ଗୁରୁବାର ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି। ୧୮ ବରିଷ୍ଠ ଆଇପିଏସ ଙ୍କୁ ବଦଳି ଏବଂ ଅବସ୍ଥାପିତ କରିଛନ୍ତି। ଏଥିରୁ ୮ ଏସପି ଙ୍କୁ ବଦଳି କରାଯାଇଛି। ଏ ନେଇ ଗୁରୁବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସନ୍ତୋଷ ବାଲାଙ୍କୁ ଏସଏଫଏସଏଲଙ୍କୁ ନିର୍ଦ୍ଦେଶକ ଦାୟିତ୍ଵ ଦିଆଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଏସ୍ ପ୍ରବୀଣ କୁମାରଙ୍କୁ ଆଇଜି ପୋଲିସ ପ୍ରୋଭିଜନିଙ୍ଗ ପଦରେ ନିଯୁକ୍ତ ଦିଆଯାଇଛି। ସାରଥୀ କେସରେ ଚର୍ଚ୍ଚିତ ପୂର୍ବତନ କେନ୍ଦ୍ରାପଡ଼ା ଏସପି ସତୀଶ … Read more