୨୨ ବର୍ଷୀୟା ଆନନ୍ଦମୟୀଙ୍କୁ ନେଇ ଚାଲିଛି ସବୁଠି ଚର୍ଚ୍ଚା…
ନୂଆଦିଲ୍ଲୀ: ସାରା ଦେଶରେ ଏବେ ଆନନ୍ଦମୟୀଙ୍କୁ ନେଇ ଚର୍ଚ୍ଚା । ମାତ୍ର ୨୨ ବର୍ଷ ବୟରେ ୨.୫ ବିଲିୟନ ସମ୍ପତ୍ତିର ମାଲିକ । ଅଚାନକ ନେଲେ ବଡ଼ ଦାୟିତ୍ୱ । ୧୦୦ ବର୍ଷର କମ୍ପାନୀ, ଯାହାର ଭାର ସମ୍ଭାଳିବେ ଆନନ୍ଦମୟୀ । ଆନନ୍ଦମୟୀ ବଜାଜ ଏବେ ସୋସିଆଲ ମିଡିଆ ଏବଂ କର୍ପୋରେଟ୍ ଜଗତରେ ଶିରୋନାମାରେ ଅଛନ୍ତି । ୨୨ ବର୍ଷିୟା ଆନନ୍ଦମୟୀ, ବଜାଜ ଗ୍ରୁପର ଅଧ୍ୟକ୍ଷ କୁଶାଗ୍ର ବଜାଜଙ୍କ ଝିଅ । ଏତେ କମ ବୟସରେ ଆନନ୍ଦମୟୀ, … Read more