ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡ଼ିଗଲା ରେଲୱେ ଟ୍ରାକ୍
ଭୁବନେଶ୍ୱର: ମାଓ ସପ୍ତାହ ପାଳନ ଅବସରରେ ହିଂସାକାଣ୍ଡ । ସୁନ୍ଦରଗଡ଼ ଜିଲ୍ଲା ଝାଡ଼ଖଣ୍ଡ ସୀମାବର୍ତ୍ତି ବାନ୍ଧମୁଣ୍ଡା ରେଲୱେ କଂଟ୍ରୋଲର ରେଞ୍ଜଡ଼ା-କରମପଦା ମଝିରେ ରେଳଟ୍ରାକକୁ ଉଡାଇ ଦେଇଛନ୍ତି ମାଓବାଦୀ, ବିସ୍ପୋରଣରେ ଦୁଇଟି ସ୍ଲିପର ବାହାରି ଯାଇଥିବା ବେଳେ ଟ୍ରାକ କ୍ଷତିଗ୍ରସ୍ତ ହୋଇଛି। ବିସ୍ପୋରଣ ସ୍ଥଳଠୁ ଏକ କିଲୋମିଟର ବ୍ୟବଧାନରେ ମାଓପୋଷ୍ଟର ଲଗାଇଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ମୁମ୍ବାଇ-ହାୱାଡା ମୁଖ୍ୟ ରେଳମାର୍ଗରେ ରେଳ ଚଳାଚଳ ବନ୍ଦ ରହିଛି । ଟ୍ରାକ କ୍ଷତିଗ୍ରସ୍ତ ହେବାରୁ ମୁମ୍ବାଇ- ହାୱାଡା ମୁଖ୍ୟ ରେଳମାର୍ଗରେ ଟ୍ରେନ ଚଳାଚଳ … Read more