December 6, 2025 2:00 pm

ରେଜିଷ୍ଟର୍ଡ ପୋଷ୍ଟ ବନ୍ଦ ପାଇଁ ନିଷ୍ପତ୍ତି ନେଲା ଡାକ ବିଭାଗ

ନୂଆଦିଲ୍ଲୀ: ସେପ୍ଟେମ୍ବର ୧ ତାରିଖରୁ, ଭାରତୀୟ ଡାକ ବିଭାଗ ରେଜିଷ୍ଟର୍ଡ (ପଞ୍ଜିକୃତ ପୋଷ୍ଟ)କୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଡାକ ବିଭାଗ। ଏହାସହ ଏହାକୁ ସ୍ପିଡ୍ ପୋଷ୍ଟ ସେବା ସହିତ ମିଶ୍ରଣ କରିବ। ସମୟର ଚାହିଦାକୁ ବିଚାର କରି, ଡାକ ବିଭାଗ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ଅତ୍ୟନ୍ତ ଆବଶ୍ୟକ ଥିଲା। ତଥାପି, ପଞ୍ଜିକୃତ ମାଧ୍ୟମରେ ଡାକ ପଠାଉଥିବା ଲକ୍ଷ ଲକ୍ଷ ନାଗରିକଙ୍କ ପାଇଁ ଏହା କେବଳ ଏକ ସେବାର ଅନ୍ତ ନୁହେଁ ବରଂ ଏକ … Read more

ରାକ୍ଷୀ ପୂର୍ଣିମାରେ ମୁଖ୍ୟମନ୍ତ୍ରୀ ଯିବେ କୋରାପୁଟ, ବାଣ୍ଟିବେ ତୃତୀୟ ପର୍ଯ୍ୟାୟ ସୁଭଦ୍ରା କିସ୍ତି

କୋରାପୁଟ: ଅଗଷ୍ଟ ୯ ତାରିଖ ଅର୍ଥାତ୍ ରକ୍ଷାବନ୍ଧନରେ ମହିଳା ପାଇବେ ଉପହାର। ଏହି ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଗସ୍ତରେ ଆସି ଜୟପୁରରୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିବେ। କୋଟିଆ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି। ନୂଆରେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲାପାଳ … Read more

ବିଶ୍ୱର ମହଙ୍ଗା ସାଟେଲାଇଟ୍ ‘ନିସାର’ର ଆଜି ଉତ୍‌କ୍ଷେପଣ

ଭୁବନେଶ୍ୱର: ବିଶ୍ୱର ସବୁଠାରୁ ଦାମୀ ସାଟେଲାଇଟ୍ ‘ନିସାର’କୁ ନାସା ଓ ଇସ୍ରୋର ମିଳିତ ଉଦ୍ୟମରେ ଲଞ୍ଚ କରାଯିବ । ଶ୍ରୀହରି କୋଟା ସ୍ଥିତ ଶତିସ ଧୱନ ମହାକାଶ କେନ୍ଦ୍ରରୁ ସନ୍ଧ୍ୟା ୫ଟା ୪୦ରେ ଏହାର ଉତ୍‌କ୍ଷେପଣ କରାଯିବ । ଜିଏସ୍‌ଏଲଭି-ଏଫ୍୧୬ ରକେଟ୍‌ ଦ୍ୱାରା ସାଟେଲାଇଟ୍ ‘ନିସାର’ର ଉତ୍‌କ୍ଷେପଣ କରାଯିବ। ଭୂପୃଷ୍ଠରୁ ୭୪୩ କିଲୋମିଟର ଉଚ୍ଚରେ ପୃଥିବୀର ଚକ୍କର କାଟିବ ଏହି ସାଟେଲାଇଟ୍ । ୧୨ ଦିନରେ ୧,୨୭୩ର ପୃଥିବୀର ଚକ୍କର କାଟିବ ନିସାର ସାଟେଲାଇଟ୍ ।୨ ହଜାର … Read more

ସ୍କୁଲ୍‌ ଛାତ୍ରଛାତ୍ରୀ ଙ୍କ ବସ୍ତାନି ଓଜନ ଚେକ୍ କରିବେ ବିଇଓ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କ ସ୍କୁଲ୍‌ ବସ୍ତାନି ବୋଝ ଦିନକୁ ଦିନ ବଢ଼ି ଚାଲିଚାଲିଛି l ପୂର୍ବରୁ ଏନେଇ କଟକଣା ଥିଲେ ମଧ୍ୟ ଅନେକ ସ୍କୁଲ୍‌ ଏହାକୁ ମାନୁନଥିବା ନେଇ ଅଭିଯୋଗ ହୋଇ ଆସୁଛି। ଏହାକୁ ନେଇ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ପୁଣି ଥରେ ନିର୍ଦ୍ଦେଶନାମା ଜାରି କରାଯାଇଛି।ଛାତ୍ରଛାତ୍ରୀମାନେ ସେମାନଙ୍କ ଓଜନର ୧୦ ପ୍ରତିଶତରୁ କମ୍‌ ଓଜନର ସ୍କୁଲ୍‌ ବ୍ୟାଗ ନେବେ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି। ଉଦାହରଣ ସ୍ୱରୂପ ୩୦ କିଲୋ ଓଜନର ଛାତ୍ରଛାତ୍ରୀମାନେ ୩କିଲୋରୁ କମ୍‌ ଓଜନର … Read more

ରାଜ୍ୟରେ ୨.୭୩ ଲକ୍ଷ ନକଲି ଚାଷ ପ୍ଲଟ୍‌, ସର୍ଭେ ରିପୋର୍ଟ

ଭୁବନେଶ୍ୱର: ରାଜ୍ୟରେ ୨.୭୩ ଲକ୍ଷ ନକଲି ଚାଷ ପ୍ଲଟ୍‌ ଚି଼ହ୍ନଟ ହୋଇଛି l ଚାଷ ଜମି ନୁହେଁ, କିନ୍ତୁ ରାଜ୍ୟର ୨.୭୩ ଲକ୍ଷ ପ୍ଲଟ୍‌ରେ ଚାଷ କରାଯାଇଥିବା ଦର୍ଶାଇଛନ୍ତି ଚାଷୀ। ଏଥିରେ ବାଲେଶ୍ୱର ଜିଲ୍ଲାର ସର୍ବାଧିକ ୪୯ ହଜାର ୭୧୦ ପ୍ଲଟ୍‌ ରହିଛି। ପଶ୍ଚିମଓଡ଼ିଶାର ବରଗଡ଼ ଜିଲ୍ଲାରେ ୩୮ ହଜାର ୫୬୭, ବଲାଙ୍ଗୀରରେ ୬୪୧୭, ବୌଦ୍ଧରେ ୩୧୧୩, ଝାରସୁଗୁଡ଼ାରେ ୧୦୫୪, କଳାହାଣ୍ଡିରେ ୨୦ ହଜାର ୧୨୧, ସମ୍ବଲପୁରରେ ୫୭୬୫, ସୁବର୍ଣ୍ଣପୁରରେ ୧୦ ହଜାର ୧୪୩ ଓ ସୁନ୍ଦରଗଡ଼ରେ … Read more