ବୋଇଂ ବିମାନରେ ଭୟଙ୍କର ଅଗ୍ନିକାଣ୍ଡ,ଅଳ୍ପକେ ବଞ୍ଚିଲେ ଯାତ୍ରୀ
ନୂଆଦିଲ୍ଲୀ : ଆମେରିକାର ଡେନଭର ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ବୋଇଂ ୭୩୭ ବିମାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଘଟିଥିବା ବିମାନରେ ୧୭୯ ଜଣ ଯାତ୍ରୀ ଥିବା ଜଣାପଡିଛି । ମିଆମି ଯାଉଥିବା ସମୟରେ ଏପରି ଘଟଣା ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଅଗ୍ନିକାଣ୍ଡ ହେବାରୁ ଉଡ଼ାଣକୁ ବାତିଲ କରାଯାଇଛି । କିନ୍ତୁ ଏଥିରେ କାହାର ଜୀବନହାନି ଘଟିନାହିଁ ବୋଲି ସୂଚନା ମିଳୁଛି । ସୂଚନାନୁଯାୟୀ, ମିଆଁମି ଯାଇଥାନ୍ତା ବିମାନ। … Read more