December 6, 2025 1:59 pm

ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଘେରିଲା ବିଜେଡି

ଭୁବନେଶ୍ୱର: ବିଏମସି ଅତିରିକ୍ତ କମିସନରଙ୍କୁ ମାଡ ଘଟଣାକୁ ବିଜେଡି ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। ପରଦା ପଛରେ ଥିବା ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ବିଜେଡି ନେତାଙ୍କ ପକ୍ଷରୁ ଦାବି କରାଯାଇଛି। ତାଙ୍କୁ ତୁରନ୍ତ ଗିରଫ କରାଯାଉ । ସରକାରଙ୍କର ଅହଙ୍କାର ଚରମ ସୀମାରେ ପହଞ୍ଚିଲାଣି ବୋଲି ବିଜେଡି ଅଭିଯୋଗ କରିଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ନାହିଁ। ଲୋକଙ୍କ ସରକାର ନୁହେ, ଏହା ଲୋକଙ୍କ ବିରୋଧୀ ସରକାର ବୋଲି ବିଜେଡି ନେତା ଅଶୋକ … Read more

ଆଜି ହେଉଛି ହେରାପଞ୍ଚମୀ, ନନ୍ଦିଘୋଷ ରଥକାଠ ଭାଙ୍ଗିବେ ମହାଲକ୍ଷ୍ମୀ

ପୁରୀ: ରଥଯାତ୍ରାର ଏକ ଅନନ୍ୟ ନୀତି ହେଉଛି ହେରାପଞ୍ଚମୀ। ଆଜି ରାତିରେ ଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ ନୀତି ସମ୍ପନ୍ନ ହେବ। ହେରାପଞ୍ଚମୀ ନୀତି ପାଇଁ ଶ୍ରୀମନ୍ଦିର ଏବଂ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହେବ। ରୁକ୍ମିଣୀ ହରଣ ଏକାଦଶୀ ଦିନ ମହାପ୍ରଭୁଙ୍କ ସହିତ ମହାଲକ୍ଷ୍ମୀ ବା ଶ୍ରୀଦେବୀଙ୍କ ବିବାହ ସମ୍ପନ୍ନ ହୋଇଥିଲା। ବିବାହ ପରେ ମହାପ୍ରଭୁଙ୍କ ଗଇଁଠାଳ ଫିଟି ନ ଥିବାବେଳେ ମହାପ୍ରଭୁ ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନକରି ଜ୍ୱରରେ ପୀଡ଼ିତ ହୋଇଥିଲେ। … Read more

ରେଳ ଭଡ଼ାରେ ବୃଦ୍ଧି,ରେଳ ଯାତ୍ରୀଙ୍କୁ ଲାଗିଲା ଝଟ୍‌କା

ନୂଆଦିଲ୍ଲୀ: ରେଳବାଇ କୋଭିଡ୍‌ ମହାମାରୀ ପରେ ପ୍ରଥମ ଥର ପାଇଁ ଯାତ୍ରୀ ଭଡ଼ାରେ ବୃଦ୍ଧି ଘଟାଇଛି। ନୂଆ ଭଡ଼ା ବୃଦ୍ଧି ଜୁଲାଇ ପହିଲାରୁ ଅର୍ଥାତ ଆଜିଠାରୁ ଲାଗୁ ହୋଇଛି। ଏଥିରେ ଲୋକାଲଠାରୁ ଆରମ୍ଭ କରି ମେଲ୍ ଏକ୍ସପ୍ରେସ୍‌ର ଭଡ଼ା ବୃଦ୍ଧି କରାଯାଇଛି। ରିଜର୍ଭେସନ୍ ଫି, ସୁପରଫାଷ୍ଟର ଚାର୍ଜ ଏବଂ ଅନ୍ୟାନ୍ୟ ଶୁଳ୍କ ଅପରିବର୍ତ୍ତିତ ରହିଛି। ଦ୍ୱିତୀୟ ଶ୍ରେଣୀରେ ପ୍ରତି କିମି ଯାତ୍ରା ପାଇଁ ଅଧା ପଇସା ବୃଦ୍ଧି କରାଯାଇଛି। ଏହି ଅନୁଯାୟୀ ୫୦୧ ରୁ ୧୫୦୦ କିମିର … Read more

ଓଏଏସ ଅଧିକାରୀ ଙ୍କୁ ମାଡ଼ ନିନ୍ଦା କଲେ ନବୀନ:ଛୁଟି ରେ ରହିବେ ଓଏଏସ ଅଧିକାରୀ

ଭୁବନେଶ୍ୱର: ବିଏମସି କାର୍ଯ୍ୟାଳୟରେ ଆକ୍ରମଣ ଘଟଣାକୁ ନେଇ ସବୁ ମହଲରେ ନିନ୍ଦା କରାଯାଉଥିବା ବେଳେ ଦୃଢ଼ ନିନ୍ଦା କରିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ନବୀନ । ଅଭିଯୁକ୍ତଙ୍କ ପଛରେ ଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆକ୍ରମଣ ପଛରେ ଥିବା ରାଜନେତାଙ୍କ ଉପରେ ମଧ୍ୟ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ଦାବି କରିଛନ୍ତି । ଯେଉଁଠି ବରିଷ୍ଠଅଧିକାରୀକାର୍ଯ୍ୟାଳୟରେ ସୁରକ୍ଷିତ ନୁହଁନ୍ତି, ସେଠି ସାଧାରଣ ନାଗରିକ ସରକାରଙ୍କଠୁ … Read more

ଯବାନଙ୍କୁ ମ୍ୟାଲେରିଆ ଚିନ୍ତା

ମାଲକାନଗିରି: ମାଓବାଦୀ ଅପରେସନରେ ଯାଉଥିବା ଯବାନ ଜଙ୍ଗଲରୁ ଫେରିବା ପରେ ସିଧା ମେଡିକାଲ ମୁହାଁ ହେଉଛନ୍ତି । କାରଣ ଘଞ୍ଚ ଜଙ୍ଗଲରେ କେବଳ ମାଓବାଦୀଙ୍କ ସହ ନୁହେଁ ମଶାଙ୍କ ସହ ମଧ୍ୟ ରୀତିମତ ଚାଲିଛି ଯବାନଙ୍କ ଲଢ଼େଇ । ମାଲକାନଗିରିରେ କାୟା ମେଲାଉଛି ମ୍ୟାଲେରିଆ। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମଶାଙ୍କ କୋପରୁ ବର୍ତ୍ତିନାହାନ୍ତି ସାହସୀ ଯବାନ । ଦୁର୍ଗମ ଅଞ୍ଚଳରେ ମୁତୟନ ଥିବା ବିଏସଏଫ୍ ଓ ଏସଓଜି ଯବାନଙ୍କ ପାଇଁ ମ୍ୟାଲେରିଆ ମୁଣ୍ଡବିନ୍ଧାର କାରଣ … Read more