ଚୀନ ସ୍ଥିତ ସାଂଘାଇ ସହଯୋଗ ସଙ୍ଗଠନ ବୈଠକରେ ସାମିଲ ହେଲେ ରାଜନାଥ ସିଂ
ସାଂଘାଇ ସହଯୋଗ ସଙ୍ଗଠନ ସମିଟ୍ରେ ଯୋଗ ଦେବାକୁ ଚୀନ୍ରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ୨୦୨୦ ଗଲୱାନ ଘାଟିରେ ଚୀନ୍ ଓ ଭାରତୀୟ ଯବାନଙ୍କ ହିଂସାତ୍ମକ ସଂଘର୍ଷ ଘଟଣାର ସମାଧାନ ପରେ, ଭାରତୀୟ ରକ୍ଷା ମନ୍ତ୍ରୀଙ୍କ ଏହା ପ୍ରଥମ ଚୀନ ଗସ୍ତ । ଏସସିଓ ସମିଟ୍ରେ ଯୋଗ ଦେଇ ପ୍ରତିରକ୍ଷା ମନ୍ତ୍ରୀ ଆତଙ୍କବାଦ, ସୁରକ୍ଷା, ଶାନ୍ତି ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସମିଟ୍ରେ ଭାରତର ଅପରେସନ୍ ସିନ୍ଦୂର ସଫଳତା କଥା ବଖାଣିଛନ୍ତି ରାଜନାଥ ସିଂହ … Read more