ଇରାନ୍ରେ ଫସିରହିଛନ୍ତି ୧୫୦୦ ଭାରତୀୟ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧକୁ ଦୃଷ୍ଟିରେ ରଖି ଇରାନରେ ପଢ଼ୁଥିବା ଭାରତୀୟ ଛାତ୍ରଙ୍କ ପାଇଁ ଚିନ୍ତା ପ୍ରକାଶ କରିଛନ୍ତି ଭାରତ ସରକାର। ଭାରତ ସରକାର ଇରାନରୁ ଛାତ୍ରମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଅନୁମତି ମାଗିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ଇରାନରେ ଥିବା ଭାରତୀୟ ଛାତ୍ରଙ୍କ ସହିତ ଯୋଗାଯୋଗରେ ଅଛି। ଇରାନରେ ପଢ଼ୁଥିବା ଭାରତୀୟ ଛାତ୍ର ଏବଂ ଇରାନରେ କାମ କରୁଥିବା ଅନ୍ୟ ଭାରତୀୟ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନେଉଛି। ଆଜି ସରକାର ଏକ … Read more