June 26, 2025 6:41 pm

ପ୍ରଚାର ତାତି :ପାଣ୍ଡିଆନ ସାମ୍ବାଦିକ ରାହୁଲ କନୱାଲଙ୍କ ସହ ପଖାଳର ମଜା ନେଲେ  

ଭୁବନେଶ୍ୱର: ପ୍ରଚଣ୍ଡ ଖରା ଗରମ କୁ ବଳିଯାଇଛି ନିର୍ବାଚନ ଗରମ ହାୱା । ଧୂ ଧୂ ଖରା ଓ ଗୁଳୁଗୁଳି ଭିତରେ ବିଜେଡି ପ୍ରଚାରକୁ ଜୋରଦାର କରିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଲଗାତର ପ୍ରଚାର ମଇଦାନକୁ ଓହ୍ଲାଇଥିବା ପାଣ୍ଡିଆନ୍ ଆଜି ତୃତୀୟ ଦିନରେ ଆସିଥିଲେ କଳାହାଣ୍ଡି । କଳାହାଣ୍ଡି ଲୋକସଭା ଅନ୍ତର୍ଗତ ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀରେ ରୋଡ୍ ସୋ’ କରିବା ସାଙ୍ଗକୁ ଜନସଭାକୁ ସମ୍ବୋଧିତ କରିଥିଲେ । ନବୀନ ସରକାରଙ୍କ ବିକାଶ କାର୍ଯ୍ୟକୁ ଆଲୋକପାତ କରିବା … Read more

୬୦୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ,  ୧୪ ପାକିସ୍ତାନୀ ଗିରଫ

ନୂଆଦିଲ୍ଲୀ: ଗୁଜୁରାଟ ଉପକୂଳବର୍ତ୍ତୀ ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା ନିକଟରେ ଭାରତୀୟ ତଟରକ୍ଷୀ ବାହିନୀ ପ୍ରାୟ ୮୦ କିଲୋଗ୍ରାମ ଡ୍ରଗ୍ସ ସହିତ ୧୪ ଜଣ ପାକିସ୍ତାନୀ ନାଗରିକଙ୍କୁ ଧରିଛନ୍ତି। ଏହି ଅପରେସନ୍ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଏବଂ ଗୁଜୁରାଟ ଏଟିଏସ୍ ସହିତ ମିଳିତ ଅପରେସନରେ କରାଯାଇଛି। ଗତ କିଛି ଦିନ ହେବ ଗୁପ୍ତଚର ଇନପୁଟ୍ ଆଧାରରେ ଏଜେନ୍ସିଗୁଡ଼ିକ ଦ୍ୱାରା ଏହି ଅପରେସନ୍ ଚାଲିଥିଲା। ଇଣ୍ଡିଆନ କୋଷ୍ଟଗାର୍ଡ ଟ୍ୱିଟରରେ ପୋଷ୍ଟ କରି କହିଛନ୍ତି ଯେ, “ଗୁଜୁରାଟ ଏଟିଏସ ଏବଂ … Read more

ଭାରତ ଗସ୍ତକୁ ନା ନା, ଚାଇନାରେ ଏଲୋନ୍ ମସ୍କ

ନୂଆଦିଲ୍ଲୀ: ଟେସଲା ସିଇଓ ତଥା ସୋସିଆଲ ମିଡିଆ ପ୍ଲାଟଫର୍ମର ମାଲିକ ଏଲୋନ୍ ମସ୍କ ଆଜି ଚୀନ ଗସ୍ତ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଠାରୁ ଖବର ରଖୁଥିବା ଲୋକଙ୍କଠାରୁ ଏହି ସୂଚନା ମିଳିଛି। ଏଠାରେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏଲୋନ୍ ମସ୍କଙ୍କ ଚୀନ୍ ଗସ୍ତ ଏମିତି ଏକ ସମୟରେ ହେଉଛି, ଯେତେବେଳେ ସେ କିଛି ଦିନ ପୂର୍ବରୁ ଭାରତ ଗସ୍ତକୁ ସ୍ଥଗିତ ରଖିଥିଲେ। ସେ କହିଥିଲେ ଯେ, ଟେସଲା ର କାମ ହେତୁ ସେ … Read more