June 26, 2025 6:37 pm

ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଏପ୍ରିଲ୍ ୨୮ରେ ମାଗଣା ମଧୁମେହ ଚିକିତ୍ସା ଶିବିର

ବ୍ରହ୍ମପୁର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସ୍ଥାନୀୟ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଆସନ୍ତା ଏପ୍ରିଲ୍ ୨୮ ତାରିଖ ଦିନ ମଧୁମେହ ରୋଗୀଙ୍କ ନିମନ୍ତେ ସମ୍ପୂର୍ଣ୍ଣ ମାଗଣାରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହେବ। ସକାଳ ୯ ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ଶିବିରରେ ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ରୋଗୀମାନଙ୍କୁ ଚିକିତ୍ସା କରିବେ ଓ ପରାମର୍ଶ ଦେବେ। ଜନସାଧାରଣ ଏହି ମାଗଣା ମଧୁମେହ ଚିକିତ୍ସା ଶିବିରକୁ ଆସି ନିଜର … Read more

ବିଶ୍ଵର ସବୁଠାରୁ ମହଙ୍ଗା ନିର୍ବାଚନ ହେଉଛି ଭାରତରେ 

ନୂଆଦିଲ୍ଲୀ: କେବଳ ଭାରତ ନୁହେଁ ୨୦୨୪ ମସିହା ହେଉଛି ସମଗ୍ର ବିଶ୍ଵ ପାଇଁ  ନିର୍ବାଚନର ବର୍ଷ। କାରଣ ବିଶ୍ଵର ପ୍ରାୟ ୭୦ରୁ ୮୦ଟି ଦେଶରେ ଏବର୍ଷ ନିର୍ବାଚନ ହେଉଛି । ନିର୍ବାଚନ ହେଉଥିବା ଦେଶଗୁଡ଼ିକ ମଧ୍ୟରେ ରହିଛନ୍ତି ଆମେରିକା, ରୁଷ, ବ୍ରିଟେନ, ଅଷ୍ଟ୍ରେଲିଆ, ଇସ୍ରାଏଲ, ଇରାନ, ପାକିସ୍ତାନ, ବାଂଲାଦେଶ, ଫ୍ରାନ୍ସ,, ବ୍ରାଜିଲ, ଇଣ୍ଡୋନେସିଆ ଇତ୍ୟାଦି । କିନ୍ତୁ ସବୁଠାରୁ ମହଙ୍ଗା ନିର୍ବାଚନ ହେଉଛି ବିଶ୍ବର ସବୁଠାରୁ ବଡ଼ ଗଣତନ୍ତ୍ର ଭାରତରେ । ଲୋକସଭା ନିର୍ବାଚନ ୨୦୨୪ ପୂର୍ବ … Read more

ବିଜେପିରେ ଯୋଗଦେଲେ ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ପ୍ରବୋଧ ତିର୍କୀ

ଭୁବନେଶ୍ଵର: ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ପ୍ରବୋଧ ତିର୍କୀ ବିଜେପିରେ ଯୋଗଦେଇଛନ୍ତି। ଟିକେଟ୍ କାଟିବା ପରେ ନିକଟରେ ଭାରତୀୟ ହକି ଟିମ୍‌ର ପୂର୍ବତନ ଅଧିନାୟକ ଶ୍ରୀ ତିର୍କୀ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାନସଭା ଆସନ ପାଇଁ ପ୍ରଥମେ କଂଗ୍ରେସ ତାଙ୍କୁ ଟିକେଟ୍ ଦେଇଥିଲା କିନ୍ତୁ ପରେ ତାଙ୍କ ଟିକେଟ୍ କାଟିଦେଲା ଏବଂ ପ୍ରାର୍ଥୀ ବଦଳାଇ ଥିଲା। ଆଜି ଅମିତ ଶାହାଙ୍କ ଗସ୍ତ ସମୟରେ ପ୍ରବୋଧ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । ସୋନପୁର … Read more