April 12, 2026 5:05 pm

ଦୀର୍ଘ ୧୧ଦିନ ପରେ ବିଧାୟକ ପାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର:ଓଡିଶାର ଦିଗପହଣ୍ଡି ବିଧାନସଭା କ୍ଷେତ୍ରରେ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଶ୍ରୀଧର ଦେବ ପାର୍ଥୀ ହୋଇଥିଲେ। କିଂତୁ ଆଜି ସୋସିଆଲ ମେଡ଼ିଆ ପ୍ଲାଟଫର୍ମ ‘x’ ରେ ଦଳ ତରଫରୁ ସୂଚନା ଦିଆଯାଇଛି ଯେ ତାଙ୍କ ସ୍ଥାନରେ କାକା ସୁଜିତ କୁମାର ଦଳ ତରଫରୁ ନିର୍ବାଚନ ଲଡ଼ିବେ। ପରିବର୍ତନର ନିର୍ଦ୍ଧିଷ୍ଟ କାରଣ ଜଣାପଡ଼ିନାହିଁ।