ଗ୍ରୀଷ୍ମ ଜାଲରେ ରାଜ୍ୟ, ୪୩.୬ ଡିଗ୍ରି ରେ ସିଝିଲା ବାରିପଦା
୧୮ ଜାଗାରେ ୪୧ ଡିଗ୍ରୀ କିମ୍ବା ତତ୍ତୋଧିକ ତାପମାତ୍ରା ରେକର୍ଡ ଭୁବନେଶ୍ବର: ଚଳିତ ବର୍ଷର ରାଜ୍ୟରେ ସର୍ବାଧିକ ତାପମାତ୍ରା ଆଜି ଅନୁଭୂତ ହୋଇଛି। ସକାଳ ୮ଟା ପରଠାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନରେ ରାସ୍ତାଘାଟ ଶୂନଶାନ ଦେଖାଯାଇଛି। ଲୋକେ ଗଛମୂଳ ଓ ଛାଇ’ଥିବା ସ୍ଥାନ ଆଶ୍ରୟ ଖୋଜିଛନ୍ତି। ଏଥି ସହିତର ରାଜ୍ୟରେ ଚଳିତ ସିଜିନରେ ସର୍ବାଧିକ ତାପମାତ୍ରା ଆଜି ରେକର୍ଡ କରାଯାଇଛି। ୨୯ ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରି କିମ୍ବା ଅଧିକ … Read more